ଆଦାନୀ-ହିଣ୍ଡେନବର୍ଗ ମାମଲା: ଯାଞ୍ଚ କରିବ ଏକ୍ସପର୍ଟ କମିଟି, ଦୁଇ ମାସରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେବିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି। ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି କୋର୍ଟରେ ମାମଲାର ଶୁଣାଣି ବେଳେ ଏକ୍ସପର୍ଟ କମିଟି ଗଠନ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା SEBI ଏହି ମାମଲାର ତଦନ୍ତ ଜାରି ରଖିବ ବୋଲି କହିଛନ୍ତି କୋର୍ଟ । ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ SEBI କୁ ନିର୍ଦ୍ଦେଶ ନେଇଛନ୍ତି ସୁପ୍ରିମକୋର୍ଟ […]

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି। ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି କୋର୍ଟରେ ମାମଲାର ଶୁଣାଣି ବେଳେ ଏକ୍ସପର୍ଟ କମିଟି ଗଠନ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଏହାଛଡ଼ା SEBI ଏହି ମାମଲାର ତଦନ୍ତ ଜାରି ରଖିବ ବୋଲି କହିଛନ୍ତି କୋର୍ଟ । ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ SEBI କୁ ନିର୍ଦ୍ଦେଶ ନେଇଛନ୍ତି ସୁପ୍ରିମକୋର୍ଟ । SEBI  ହିଣ୍ଡେନବର୍ଗ ରିପୋର୍ଟ ଓ ଆଦାନୀ ଗ୍ରୁପ ନାଁରେ ଆସିଥିବା ଅଭିଯୋଗର ଯାଞ୍ଚ କରିବ । ଅନ୍ୟ ଦିଗଗୁଡ଼ିକରେ ଏକ୍ସପର୍ଟ କମିଟି ଯାଞ୍ଚ କରିବ ବୋଲି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯାଞ୍ଚ କମିଟିରେ ୬ ଜଣ ସଦସ୍ୟ ରହିବେ । ଏହି କମିଟିରେ ଅବସର ପ୍ରାପ୍ତ ଜଷ୍ଟିସ ଏଏସ୍ ସ୍ପ୍ରେ କେଲଙ୍କ ବ୍ୟତୀତ ଓପି ଭଟ୍ଟ, ଜଷ୍ଟିସ କେପି ଦେବଦତ୍ତ, କେବି କାମତ, ଏନ ନିଲକେଣୀ, ସୋମେଶେଖର ସୁନ୍ଦରେଶନ ସାମିଲ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

02 Mar 2023 By The Sakala

ଆଦାନୀ-ହିଣ୍ଡେନବର୍ଗ ମାମଲା: ଯାଞ୍ଚ କରିବ ଏକ୍ସପର୍ଟ କମିଟି, ଦୁଇ ମାସରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେବିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି। ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି କୋର୍ଟରେ ମାମଲାର ଶୁଣାଣି ବେଳେ ଏକ୍ସପର୍ଟ କମିଟି ଗଠନ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡ଼ା SEBI ଏହି ମାମଲାର ତଦନ୍ତ ଜାରି ରଖିବ ବୋଲି କହିଛନ୍ତି କୋର୍ଟ । ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ SEBI କୁ ନିର୍ଦ୍ଦେଶ ନେଇଛନ୍ତି ସୁପ୍ରିମକୋର୍ଟ । SEBI  ହିଣ୍ଡେନବର୍ଗ ରିପୋର୍ଟ ଓ ଆଦାନୀ ଗ୍ରୁପ ନାଁରେ ଆସିଥିବା ଅଭିଯୋଗର ଯାଞ୍ଚ କରିବ । ଅନ୍ୟ ଦିଗଗୁଡ଼ିକରେ ଏକ୍ସପର୍ଟ କମିଟି ଯାଞ୍ଚ କରିବ ବୋଲି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯାଞ୍ଚ କମିଟିରେ ୬ ଜଣ ସଦସ୍ୟ ରହିବେ । ଏହି କମିଟିରେ ଅବସର ପ୍ରାପ୍ତ ଜଷ୍ଟିସ ଏଏସ୍ ସ୍ପ୍ରେ କେଲଙ୍କ ବ୍ୟତୀତ ଓପି ଭଟ୍ଟ, ଜଷ୍ଟିସ କେପି ଦେବଦତ୍ତ, କେବି କାମତ, ଏନ ନିଲକେଣୀ, ସୋମେଶେଖର ସୁନ୍ଦରେଶନ ସାମିଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର