ପାଠ ପଢ଼ିବାକୁ କହିବାରୁ ଇନଷ୍ଟା କ୍ବିନ୍ ଭାବେ ପରିଚିତ ନାବାଳିକାଙ୍କ ଆତ୍ମହତ୍ୟା

The Sakala Picture
Published On

ଚେନ୍ନାଇ: ତାମିଲନାଡୁ ପେରିୟାକୁପ୍ପମରେ ଅଭାବନୀୟ ଘଟଣା ଘଟିଛି। ବାପା ପାଠ ପଢ଼ିବାକୁ କହିବାରୁ ୯ ବର୍ଷର ଝିଅ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଛି। ସୂଚନା ଅନୁଯାୟୀ, ୯ ବର୍ଷର ପ୍ରତୀକ୍ଷା ଇନଷ୍ଟାଗ୍ରାମରେ ବେଶ ଆକ୍ଟିଭ ରୁହନ୍ତି। ସାଙ୍ଗ ଓ ପଡୋଶୀ ତାଙ୍କୁ ଇନଷ୍ଟା କ୍ବିନ୍ ଭାବେ ଜାଣନ୍ତି । ରିଲ୍ସ ବନାଇ ପ୍ରତୀକ୍ଷା ଚର୍ଚ୍ଚାରେ ରହୁଥିବା ବେଳେ ବାପା ତାଙ୍କୁ ପାଠ ପଢ଼ିବାକୁ କହିଥିଲେ । ପଢ଼ିବାକୁ କହିବାରୁ ପ୍ରତୀକ୍ଷା ଘରେ କବାଟ ଦେଇ ବେକରେ ଗାମୁଛା ଲଗାଇ […]

ଚେନ୍ନାଇ: ତାମିଲନାଡୁ ପେରିୟାକୁପ୍ପମରେ ଅଭାବନୀୟ ଘଟଣା ଘଟିଛି। ବାପା ପାଠ ପଢ଼ିବାକୁ କହିବାରୁ ୯ ବର୍ଷର ଝିଅ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସୂଚନା ଅନୁଯାୟୀ, ୯ ବର୍ଷର ପ୍ରତୀକ୍ଷା ଇନଷ୍ଟାଗ୍ରାମରେ ବେଶ ଆକ୍ଟିଭ ରୁହନ୍ତି। ସାଙ୍ଗ ଓ ପଡୋଶୀ ତାଙ୍କୁ ଇନଷ୍ଟା କ୍ବିନ୍ ଭାବେ ଜାଣନ୍ତି । ରିଲ୍ସ ବନାଇ ପ୍ରତୀକ୍ଷା ଚର୍ଚ୍ଚାରେ ରହୁଥିବା ବେଳେ ବାପା ତାଙ୍କୁ ପାଠ ପଢ଼ିବାକୁ କହିଥିଲେ । ପଢ଼ିବାକୁ କହିବାରୁ ପ୍ରତୀକ୍ଷା ଘରେ କବାଟ ଦେଇ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲା । ବଜାରରୁ ଫେରିବା ପରେ ଝିଅ ଘର ଭିତରେ ଝୁଲୁଥିବା ଦେଖିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ପ୍ରତୀକ୍ଷାର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର