୫୦୦ ବର୍ଷ ପରେ ରୂପା ପାଲିଙ୍କିରେ ଝୁଲିବେ ରାମଲଲା

The Sakala Picture
Published On

ଅଯୋଧ୍ୟା : ଆସନ୍ତା ୫ ତାରିଖରେ ରାମ ମନ୍ଦିର ଶିଳାନ୍ୟାସକୁ ବର୍ଷେ ପୂରଣ ହେବାକୁ ଯାଉଛି। ଅନେକ ଦଶନ୍ଧିର ଲଢେଇ ପରେ ରାମ ମନ୍ଦିର ନିର୍ମାଣର ସ୍ବପ୍ନ ସାକାର ହେବ। ମିଅଁ ନିର୍ମାଣ କାର୍ଯ୍ୟ ମଧ୍ୟ ୬୦ ପ୍ରତିଶତ ଶେଷ ହୋଇସାରିଲାଣି। ଆସନ୍ତା ୧୧ ତାରିଖରେ ପଡୁଥିବା ଶ୍ରାବଣ ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଉଛି। ମାନ୍ୟତା ଅନୁଯାୟୀ ଏହି ମେଳା ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରୁ ୧୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଚଳତି […]

ଅଯୋଧ୍ୟା : ଆସନ୍ତା ୫ ତାରିଖରେ ରାମ ମନ୍ଦିର ଶିଳାନ୍ୟାସକୁ ବର୍ଷେ ପୂରଣ ହେବାକୁ ଯାଉଛି। ଅନେକ ଦଶନ୍ଧିର ଲଢେଇ ପରେ ରାମ ମନ୍ଦିର ନିର୍ମାଣର ସ୍ବପ୍ନ ସାକାର ହେବ। ମିଅଁ ନିର୍ମାଣ କାର୍ଯ୍ୟ ମଧ୍ୟ ୬୦ ପ୍ରତିଶତ ଶେଷ ହୋଇସାରିଲାଣି। ଆସନ୍ତା ୧୧ ତାରିଖରେ ପଡୁଥିବା ଶ୍ରାବଣ ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଉଛି। ମାନ୍ୟତା ଅନୁଯାୟୀ ଏହି ମେଳା ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରୁ ୧୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଚଳତି ଥର ରାମଲଲାଙ୍କୁ ରୂପାର ପାଲିଙ୍କିରେ ଝୁଲାଇବାକୁ ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ୫୦୦ ବର୍ଷ ପରେ ଏପରି ହେବାକୁ ଯାଉଛି। ଏଥିପାଇଁ ଝୁଲା ମାପ ସରିଲାଣି। ସେହିପରି ଗର୍ଭଗୃହକୁ ସୁନାରେ ନିର୍ମାଣ କରିବା ପାଇଁ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ବିପଶ୍ୟନା ଧ୍ୟାନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୧୨ ଦିନର ସ୍ୱତନ୍ତ୍ର ଛୁଟି

04 Aug 2021 By The Sakala

୫୦୦ ବର୍ଷ ପରେ ରୂପା ପାଲିଙ୍କିରେ ଝୁଲିବେ ରାମଲଲା

ଅଯୋଧ୍ୟା : ଆସନ୍ତା ୫ ତାରିଖରେ ରାମ ମନ୍ଦିର ଶିଳାନ୍ୟାସକୁ ବର୍ଷେ ପୂରଣ ହେବାକୁ ଯାଉଛି। ଅନେକ ଦଶନ୍ଧିର ଲଢେଇ ପରେ ରାମ ମନ୍ଦିର ନିର୍ମାଣର ସ୍ବପ୍ନ ସାକାର ହେବ। ମିଅଁ ନିର୍ମାଣ କାର୍ଯ୍ୟ ମଧ୍ୟ ୬୦ ପ୍ରତିଶତ ଶେଷ ହୋଇସାରିଲାଣି। ଆସନ୍ତା ୧୧ ତାରିଖରେ ପଡୁଥିବା ଶ୍ରାବଣ ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଉଛି। ମାନ୍ୟତା ଅନୁଯାୟୀ ଏହି ମେଳା ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରୁ ୧୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଚଳତି ଥର ରାମଲଲାଙ୍କୁ ରୂପାର ପାଲିଙ୍କିରେ ଝୁଲାଇବାକୁ ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ୫୦୦ ବର୍ଷ ପରେ ଏପରି ହେବାକୁ ଯାଉଛି। ଏଥିପାଇଁ ଝୁଲା ମାପ ସରିଲାଣି। ସେହିପରି ଗର୍ଭଗୃହକୁ ସୁନାରେ ନିର୍ମାଣ କରିବା ପାଇଁ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର