୨ ଘଣ୍ଟାରେ ଚାଲିଗଲା ୨୪ ଜୀବନ

The Sakala Picture
Published On

କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅମ୍ଳଜାନ ଅଭାବଜନିତ ସମସ୍ୟାର ଏବେ ମଧ୍ୟ ସମାଧାନ ହୋଇପାରୁନି। ଏହି ସମସ୍ୟାକୁ ନେଇ ଏବେ ମଧ୍ୟ ମୃତ୍ୟୁସଂଖ୍ୟା ବଢୁଥିବା ବେଳେ କର୍ଣ୍ଣାଟକାର ଛାମରାଜନଗର ଜିଲ୍ଲା ହସ୍ପିଟାଲରେ ୨ ଘଣ୍ଟା ମଧ୍ୟରେ ୨୪ କରୋନା ରୋଗୀଙ୍କ ଜୀବନ ଚାଲିଯାଇଛି। ଗତକାଲି ରାତି ୧୨ରୁ ୨ଟା ମଧ୍ୟରେ ଏହି ହସ୍ପିଟାଲରେ ଅମ୍ଳଜାନ ଅଭାବକୁ ନେଇ ସମସ୍ୟା ଦେଖାଯାଇଥିଲା। ଏଠାରେ ୧୪୪ ଜଣ କରୋନା ରୋଗୀ ଚିକିତ୍ସାଧୀନ ରହିଥିଲା ବେଳେ ଅମ୍ଳଜାନ ସପୋର୍ଟରେ ରହିଥିବା କିଛି […]

କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅମ୍ଳଜାନ ଅଭାବଜନିତ ସମସ୍ୟାର ଏବେ ମଧ୍ୟ ସମାଧାନ ହୋଇପାରୁନି। ଏହି ସମସ୍ୟାକୁ ନେଇ ଏବେ ମଧ୍ୟ ମୃତ୍ୟୁସଂଖ୍ୟା ବଢୁଥିବା ବେଳେ କର୍ଣ୍ଣାଟକାର ଛାମରାଜନଗର ଜିଲ୍ଲା ହସ୍ପିଟାଲରେ ୨ ଘଣ୍ଟା ମଧ୍ୟରେ ୨୪ କରୋନା ରୋଗୀଙ୍କ ଜୀବନ ଚାଲିଯାଇଛି। ଗତକାଲି ରାତି ୧୨ରୁ ୨ଟା ମଧ୍ୟରେ ଏହି ହସ୍ପିଟାଲରେ ଅମ୍ଳଜାନ ଅଭାବକୁ ନେଇ ସମସ୍ୟା ଦେଖାଯାଇଥିଲା। ଏଠାରେ ୧୪୪ ଜଣ କରୋନା ରୋଗୀ ଚିକିତ୍ସାଧୀନ ରହିଥିଲା ବେଳେ ଅମ୍ଳଜାନ ସପୋର୍ଟରେ ରହିଥିବା କିଛି ରୋଗୀଙ୍କୁ ଅମ୍ଳଜାନ ଯୋଗାଣ ହୋଇପାରିନଥିଲା ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଫଳରେ ରାତି ୧୨ ଟାରୁ ୨ଟା ମଧ୍ୟରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଅଧିକାରୀ ସ୍ବୀକାର କରିଛନ୍ତି। ତେବେ କେଉଁ କାରଣରୁ ଅମ୍ଳଜାନ ଯୋଗାଣ ହ୍ରାସ ପାଇଲା ସେ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇନଥିଲା ବେଳେ ମୁଖ୍ୟମନ୍ତ୍ରୀ ବିଏସ୍ ଦୁରସ୍କା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ସେ ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟ ଗୃହମନ୍ତ୍ରୀ ବସଭରାଜ ବୋମାନି ମଧ୍ୟ ପୁଲିସ ଡିଜିପିଙ୍କୁ ଘଟଣାର ତଦନ୍ତ ରିପୋର୍ଟ ତଲବ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ରାତିରେ ହିଁ ୧୫ଟି ସିଲିଣ୍ଡରର ବ୍ୟବସ୍ଥା କରାଯାଇଥିଲା। ତଥାପି ସବୁ ପ୍ରକାରର ଚେଷ୍ଟା ସତ୍ତ୍ବେ ଏମିତି ଘଟଣା ଘଟିଲା ଛାମରାଜନଗର ଆମ ଠାରୁ ବହୁ ଦୂରସ୍ଥାନ ନୁହେଁ। ଆମେ ସବୁ ବେଳେ ଏହାକୁ ଆମର ଅଞ୍ଚଳ ବୋଲି ଭାବୁ। ସେମାନଙ୍କ ଦୁଃଖରେ ଆମେ ମଧ୍ୟ ଦୁଃଖ୍ତ ବୋଲି ସେ କହିଛନ୍ତି । I

ଆହୁରି ପଢ଼ନ୍ତୁ: ୟେମେନରେ ହୁଥି ବିଦ୍ରୋହୀଙ୍କ ବଡ଼ ବିଜୟ: ରଣନୀତିକ ମୋଚା ସହର ଦଖଲ ପରେ ବିଶ୍ୱ ବାଣିଜ୍ୟ ପାଇଁ ବଢିଲା ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର