ଆନ୍ଧ୍ରପ୍ରଦେଶର ଆଉ ୧୩ ନୂଆ ଜିଲ୍ଲା ଗଠନ

The Sakala Picture
Published On

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶରେ ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ୧୩ ଟି ନୂତନ ଜିଲ୍ଲାକୁ ଉଦଘାଟନ କରିବେ। ଆନ୍ଧ୍ରପ୍ରଦେଶର ସମୁଦାୟ ଜିଲ୍ଲା ସଂଖ୍ୟା ୨ଗୁଣ ବା ୨୬କୁ ବୃଦ୍ଧି କରାଯିବ। ସୂଚନା ଅନୁଯାୟୀ, ଏପ୍ରିଲ୍‌ ୭ ତାରିଖରେ ମନ୍ତ୍ରୀ ପରିଷଦ୍‌ର ଏକ ବୈଠକ ମଧ୍ୟ ବସିବ। ଏଥିରେ ରାଜ୍ୟ ଚଳାଇବା ପାଇଁ ନୂଆ ଟିମ୍‌ ନିୟୋଜନ କରିବା ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ବିଚାରବିମର୍ଶ କରାଯିବ। ଏହି ସ୍ମରଣୀୟ […]

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶରେ ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ୧୩ ଟି ନୂତନ ଜିଲ୍ଲାକୁ ଉଦଘାଟନ କରିବେ। ଆନ୍ଧ୍ରପ୍ରଦେଶର ସମୁଦାୟ ଜିଲ୍ଲା ସଂଖ୍ୟା ୨ଗୁଣ ବା ୨୬କୁ ବୃଦ୍ଧି କରାଯିବ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସୂଚନା ଅନୁଯାୟୀ, ଏପ୍ରିଲ୍‌ ୭ ତାରିଖରେ ମନ୍ତ୍ରୀ ପରିଷଦ୍‌ର ଏକ ବୈଠକ ମଧ୍ୟ ବସିବ। ଏଥିରେ ରାଜ୍ୟ ଚଳାଇବା ପାଇଁ ନୂଆ ଟିମ୍‌ ନିୟୋଜନ କରିବା ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ବିଚାରବିମର୍ଶ କରାଯିବ। ଏହି ସ୍ମରଣୀୟ ଦିନରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପୋର୍ଟାଲ୍‌ ଏବଂ ପୁସ୍ତିକା ଉନ୍ମୋଚନ କରିବେ। ଜିଲ୍ଲା ପାଇଁ ଅଫିସ୍‌ ଆଲଟ୍‌ମେଣ୍ଟ୍‌ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଜଗନ୍‌ ନିର୍ଦେଶ ଦେଇ କହିଛନ୍ତି। ଏପ୍ରିଲ୍‌ ୪ ତାରିଖ ସୁଦ୍ଧା ଜିଲ୍ଲା କାର୍ଯ୍ଯା ଳୟର ପଦବୀଗୁଡ଼ିକରେ ଅଧିକାରୀମାନେ ଅବସ୍ଥାନ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର