ମୁମ୍ବାଇରେ ବର୍ଷାର ବିଭୀଷିକା: ଚେମ୍ବୁରରେ ଭୂସ୍ଖଳନ, ୧୧ ଜଣଙ୍କ ମୃତ୍ଯୁ

The Sakala Picture
Published On

ମୁମ୍ବାଇ: ବର୍ଷା ଆଣିଛି ବିଭୀଷିକା । ପ୍ରବଳ ବର୍ଷା ପରେ ମୁମ୍ବାଇରେ ଭୂସ୍ଖଳନ ହୋଇଛି । ମୁମ୍ବାଇର ଭଶିନକା ଓ ଚେମ୍ବୁର ଅଞ୍ଚଳରେ ଭୂସ୍ଖଳନରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଇଛି । ଘଟଣା ସ୍ଥଳରେ ଏନଡିଆରଏଫ୍, ମୁମ୍ବାଇ ମହାନଗର ନିଗମ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରବଳ ବର୍ଷା ଯୋଗୁ ମୁମ୍ବାଇର ଚୁନାଭାଟ୍ଟି, […]

ମୁମ୍ବାଇ: ବର୍ଷା ଆଣିଛି ବିଭୀଷିକା । ପ୍ରବଳ ବର୍ଷା ପରେ ମୁମ୍ବାଇରେ ଭୂସ୍ଖଳନ ହୋଇଛି । ମୁମ୍ବାଇର ଭଶିନକା ଓ ଚେମ୍ବୁର ଅଞ୍ଚଳରେ ଭୂସ୍ଖଳନରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଇଛି । ଘଟଣା ସ୍ଥଳରେ ଏନଡିଆରଏଫ୍, ମୁମ୍ବାଇ ମହାନଗର ନିଗମ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ପ୍ରବଳ ବର୍ଷା ଯୋଗୁ ମୁମ୍ବାଇର ଚୁନାଭାଟ୍ଟି, ସିଓନ୍, ଦାଦର, ଗାନ୍ଧିମାର୍କେଟ, ଚେମବୁର ଓ କୁର୍ଲା ଏଲବିଏସ୍ ରୋଡ୍ ଆଦି ତଳି ଅଞ୍ଚଳ ଜଳବନ୍ଦୀ ହୋଇଛି । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର