ପଢ଼ାଘର ପାଇଁ ବାସ୍ତୁ ଟିପ୍ସ

The Sakala Picture
Published On

ବର୍ତ୍ତମାନ ଶିକ୍ଷା ଓ କ୍ୟାରିୟର୍‌ କ୍ଷେତ୍ରରେ ଦୃଢ଼ ପ୍ରତିଯୋଗିତା ହେଉଛି। ତେଣୁ ସମସ୍ତେ ଚାହୁଁଛନ୍ତି, ସେମାନଙ୍କର ସନ୍ତାନମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ଭଲ କ୍ୟାରିୟର୍‌ ଗଢ଼ନ୍ତୁ। କିନ୍ତୁ ଅନେକ ସମୟରେ ଶିକ୍ଷା କ୍ଷେତ୍ରରେ ପିଲାମାନେ ଏକାଗ୍ର ହୋଇପାରନ୍ତି ନାହିଁ। ପରିଶ୍ରମ ସତ୍ତ୍ବେ ସେମାନେ କ୍ୟାରିୟରରେ ଏତେଟା ଭଲ ପ୍ରଦର୍ଶନ କରିପାରି ନଥାନ୍ତି।   ଏଭଳି ପରିସ୍ଥିତି ବାସ୍ତୁଦୋଷ ପାଇଁ ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ କିଛି ବାସ୍ତୁ ନିୟମକୁ ମାନିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ। […]

ବର୍ତ୍ତମାନ ଶିକ୍ଷା ଓ କ୍ୟାରିୟର୍‌ କ୍ଷେତ୍ରରେ ଦୃଢ଼ ପ୍ରତିଯୋଗିତା ହେଉଛି। ତେଣୁ ସମସ୍ତେ ଚାହୁଁଛନ୍ତି, ସେମାନଙ୍କର ସନ୍ତାନମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ଭଲ କ୍ୟାରିୟର୍‌ ଗଢ଼ନ୍ତୁ। କିନ୍ତୁ ଅନେକ ସମୟରେ ଶିକ୍ଷା କ୍ଷେତ୍ରରେ ପିଲାମାନେ ଏକାଗ୍ର ହୋଇପାରନ୍ତି ନାହିଁ। ପରିଶ୍ରମ ସତ୍ତ୍ବେ ସେମାନେ କ୍ୟାରିୟରରେ ଏତେଟା ଭଲ ପ୍ରଦର୍ଶନ କରିପାରି ନଥାନ୍ତି।   ଏଭଳି ପରିସ୍ଥିତି ବାସ୍ତୁଦୋଷ ପାଇଁ ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ କିଛି ବାସ୍ତୁ ନିୟମକୁ ମାନିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ।

ଆହୁରି ପଢ଼ନ୍ତୁ: ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ଶୀଘ୍ର ବଢ଼ିବାର ସହଜ ଉପାୟ

  • ଘରର ବିମ୍ ତଳେ ବସି ପଢ଼ିବା ଦ୍ବାରା ମନ ଏକାଗ୍ର ହୋଇପାରେ ନାହିଁ। ଯଦି ପଢ଼ାଘରେ ବିମ୍‌ ଅଛି, ତେବେ ଏହା ତଳେ ଗୋଟିଏ ବଇଁଶୀ ଲଗାଇଦିଅନ୍ତୁ।
  • ପଢ଼ାଘର ଉତ୍ତର ଦିଗ, ପୂର୍ବ ଦିଗ ବା ଉତ୍ତର-ପୂର୍ବ ଦିଗରେ ହେବା ଆବଶ୍ୟକ। ବହିଗୁଡ଼ିକୁ ସବୁବେଳେ ପୂର୍ବ ବା ଉତ୍ତର ଦିଗରେ ରଖନ୍ତୁ।
  • ପଢ଼ା ଟେବୁଲ୍‌ ଉପରେ ଗ୍ଲୋବ୍‌ ବା ତମ୍ବାନିର୍ମିତ ପିରାମିଡ୍‌ ରଖନ୍ତୁ।
  • ପଢ଼ାଘରେ ଶ୍ରୀଗଣେଶ କିମ୍ବା ମା’ ସରସ୍ବତୀଙ୍କ ଫଟୋ ଲଗାନ୍ତୁ।
  • ଶୟନ କକ୍ଷରେ ପାଠ ପଢ଼ୁଥଲେ , ପିଲାଙ୍କ ମୁହଁ ସବୁେବଳେ ଉତ୍ତର ଦିଗକୁ ହେବା ଉଚିତ।
  • ଦକ୍ଷିଣ ଦିଗକୁ ମୁହଁକରି ପଢ଼ିବା ଦ୍ବାରା ପିଲାଙ୍କ ମଧ୍ୟରେ ଅନୁଶାସନହୀନତା ଦେଖାଯାଏ।
  • ପଢ଼ିବା ସ୍ଥାନରେ ପିଇବା ପାଣି ଓ ଘଡ଼ିର ବ୍ୟବସ୍ଥା ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ।
  • ପାଠପଢ଼ାରେ  ମନ ଲାଗୁ ନ ଥିଲେ ଘରେ ମୟୂର ପର ରଖନ୍ତୁ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp