ସିନ୍ଦୂରରେ ଦୂର କରନ୍ତୁ ସମସ୍ୟା

The Sakala Picture
Published On

ସିନ୍ଦୂର ହେଉଛି ସଧବାଙ୍କର ମୁଖ୍ୟ ଶୃଙ୍ଗାର। କିନ୍ତୁ ଜାଣିଛନ୍ତି କି, ବାସ୍ତୁଦୋଷ ଦୂର କରିବା ସହିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସିନ୍ଦୂର ଦ୍ବାରା ଦୂର ହୋଇପାରିବ। ସିନ୍ଦୂରର କିଛି ଉପାୟ ଦ୍ବାରା ଘରେ ଶାନ୍ତି ସ୍ଥାପନ ହେବା ସହ ଆର୍ଥିକ ବିକାଶ ହୁଏ। ଏକ ଆଖିଯୁକ୍ତ ନଡ଼ିଆ ଉପରେ ସିନ୍ଦୂର ଲଗାଇ, ତାହାକୁ ଲାଲ୍‌ କପଡ଼ାରେ ବାନ୍ଧି ପୂଜା କରନ୍ତୁ। ଏହାପରେ ମା’ ଲକ୍ଷ୍ମୀଙ୍କୁ ଧ୍ୟାନ କରି ତାହାକୁ ନେଇ ନିଜର ବ୍ୟବସାୟ ସ୍ଥଳରେ ସୁରକ୍ଷିତ […]

ସିନ୍ଦୂର ହେଉଛି ସଧବାଙ୍କର ମୁଖ୍ୟ ଶୃଙ୍ଗାର। କିନ୍ତୁ ଜାଣିଛନ୍ତି କି, ବାସ୍ତୁଦୋଷ ଦୂର କରିବା ସହିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସିନ୍ଦୂର ଦ୍ବାରା ଦୂର ହୋଇପାରିବ। ସିନ୍ଦୂରର କିଛି ଉପାୟ ଦ୍ବାରା ଘରେ ଶାନ୍ତି ସ୍ଥାପନ ହେବା ସହ ଆର୍ଥିକ ବିକାଶ ହୁଏ।

ଆହୁରି ପଢ଼ନ୍ତୁ: ଘର ଓଳାଇବାର ସଠିକ୍ ସମୟ ଜାଣନ୍ତୁ, ନଚେତ୍ ଏହି ୩ଟି ଭୁଲ୍ ଆପଣଙ୍କୁ କରିଦେବ କାଙ୍ଗାଳ!

ଏକ ଆଖିଯୁକ୍ତ ନଡ଼ିଆ ଉପରେ ସିନ୍ଦୂର ଲଗାଇ, ତାହାକୁ ଲାଲ୍‌ କପଡ଼ାରେ ବାନ୍ଧି ପୂଜା କରନ୍ତୁ। ଏହାପରେ ମା’ ଲକ୍ଷ୍ମୀଙ୍କୁ ଧ୍ୟାନ କରି ତାହାକୁ ନେଇ ନିଜର ବ୍ୟବସାୟ ସ୍ଥଳରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଏହାଦ୍ବାର ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ଆହୁରି ପଢ଼ନ୍ତୁ: ରୁଟିକୁ ନେଇ ବାସ୍ତୁ ନିୟମ: ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଘରକୁ ଆସିପାରେ ଦରିଦ୍ରତା

ଶୁକ୍ଳ ପକ୍ଷ ପୁଷ୍ୟ ଯୋଗରେ ବା ଗୁରୁ ପୁଷ୍ୟ ଯୋଗରେ ଗଣେଶଙ୍କୁ ସିନ୍ଦୂର ଦାନ କରିବା ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ହୋଇଥାଏ। ଏଭଳି କରିବା ଦ୍ବାରା ପରୀକ୍ଷାରେ ସଫଳତା ମିଳେ। ଭଲ ଚାକିରି ପାଇବା ପାଇଁ ଶୁକ୍ଳ ପକ୍ଷ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ସିନ୍ଦୂରରେ ୬୩ ନମ୍ବର ଲେଖି ମା’ ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରନ୍ତୁ। ୩ଟି ଗୁରୁବାର ଏହି ଉପାୟ କରନ୍ତୁ।

ସିନ୍ଦୂର ଓ ତେଲ ମିଶାଇ ଘରର କବାଟରେ ଲଗାନ୍ତୁ। ଏହାଦ୍ବାରା ଅଶାନ୍ତି ଦୂର ହେବା ସହ ଘରର ସବୁ ଦୋଷ ଦୂର ହୋଇଥାଏ। ଏହାଦ୍ବାରା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରେ ନାହିଁ। ଏହା ସହିତ ସବୁ ସମସ୍ୟା ଦୂର ହେବା ସହ ପୀଡ଼ା ଦୂର ହୋଇଥାଏ।

ସିନ୍ଦୂରରେ ତେଲ ମିଶାଇ କବାଟରେ ଲଗାଇବା ଦ୍ବାରା ଶନିଦେବଙ୍କ ସହ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

13 Jun 2022 By The Sakala

ସିନ୍ଦୂରରେ ଦୂର କରନ୍ତୁ ସମସ୍ୟା

ସିନ୍ଦୂର ହେଉଛି ସଧବାଙ୍କର ମୁଖ୍ୟ ଶୃଙ୍ଗାର। କିନ୍ତୁ ଜାଣିଛନ୍ତି କି, ବାସ୍ତୁଦୋଷ ଦୂର କରିବା ସହିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସିନ୍ଦୂର ଦ୍ବାରା ଦୂର ହୋଇପାରିବ। ସିନ୍ଦୂରର କିଛି ଉପାୟ ଦ୍ବାରା ଘରେ ଶାନ୍ତି ସ୍ଥାପନ ହେବା ସହ ଆର୍ଥିକ ବିକାଶ ହୁଏ।

ଏକ ଆଖିଯୁକ୍ତ ନଡ଼ିଆ ଉପରେ ସିନ୍ଦୂର ଲଗାଇ, ତାହାକୁ ଲାଲ୍‌ କପଡ଼ାରେ ବାନ୍ଧି ପୂଜା କରନ୍ତୁ। ଏହାପରେ ମା’ ଲକ୍ଷ୍ମୀଙ୍କୁ ଧ୍ୟାନ କରି ତାହାକୁ ନେଇ ନିଜର ବ୍ୟବସାୟ ସ୍ଥଳରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଏହାଦ୍ବାର ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ଶୁକ୍ଳ ପକ୍ଷ ପୁଷ୍ୟ ଯୋଗରେ ବା ଗୁରୁ ପୁଷ୍ୟ ଯୋଗରେ ଗଣେଶଙ୍କୁ ସିନ୍ଦୂର ଦାନ କରିବା ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ହୋଇଥାଏ। ଏଭଳି କରିବା ଦ୍ବାରା ପରୀକ୍ଷାରେ ସଫଳତା ମିଳେ। ଭଲ ଚାକିରି ପାଇବା ପାଇଁ ଶୁକ୍ଳ ପକ୍ଷ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ସିନ୍ଦୂରରେ ୬୩ ନମ୍ବର ଲେଖି ମା’ ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରନ୍ତୁ। ୩ଟି ଗୁରୁବାର ଏହି ଉପାୟ କରନ୍ତୁ।

ସିନ୍ଦୂର ଓ ତେଲ ମିଶାଇ ଘରର କବାଟରେ ଲଗାନ୍ତୁ। ଏହାଦ୍ବାରା ଅଶାନ୍ତି ଦୂର ହେବା ସହ ଘରର ସବୁ ଦୋଷ ଦୂର ହୋଇଥାଏ। ଏହାଦ୍ବାରା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରେ ନାହିଁ। ଏହା ସହିତ ସବୁ ସମସ୍ୟା ଦୂର ହେବା ସହ ପୀଡ଼ା ଦୂର ହୋଇଥାଏ।

ସିନ୍ଦୂରରେ ତେଲ ମିଶାଇ କବାଟରେ ଲଗାଇବା ଦ୍ବାରା ଶନିଦେବଙ୍କ ସହ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp