ମନୋରଞ୍ଜନ
ନକାରାତ୍ମକ ଶକ୍ତି ଓ ଅଶୁଭ ପ୍ରଭାବରୁ ଦୂରେଇ ରହିବା ପାଇଁ ଯାନବାହନରେ ରଖନ୍ତୁ ଏହି ଜିନିଷ

ନକାରାତ୍ମକ ଶକ୍ତି ଓ ଅଶୁଭ ପ୍ରଭାବରୁ ଦୂରେଇ ରହିବା ପାଇଁ ଯାନବାହନର ବାସ୍ତୁ ଉପରେ ମଧ୍ୟ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ତେବେ ଗାଡ଼ିରେ କେଉଁ ସବୁ ଜିନିଷ ରଖୀଲେ ସକାରାତ୍ମକ ଶକ୍ତି ବୃଦ୍ଧି ପାଏ, ଜାଣିବା ସେ ସମ୍ପର୍କରେ… – ବାସ୍ତୁ ଅନୁସାରେ, ଗାଡ଼ିରେ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଗାଡ଼ିର ଡ୍ୟାସ୍ବୋର୍ଡରେ ଗଣେଶ, ଦୁର୍ଗା ଓ ଶିବଙ୍କ ପ୍ରତିମା ରଖୀବା ଜରୁରି। – ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଗାଡ଼ିରେ କଳା […]
ନକାରାତ୍ମକ ଶକ୍ତି ଓ ଅଶୁଭ ପ୍ରଭାବରୁ ଦୂରେଇ ରହିବା ପାଇଁ ଯାନବାହନର ବାସ୍ତୁ ଉପରେ ମଧ୍ୟ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ତେବେ ଗାଡ଼ିରେ କେଉଁ ସବୁ ଜିନିଷ ରଖୀଲେ ସକାରାତ୍ମକ ଶକ୍ତି ବୃଦ୍ଧି ପାଏ, ଜାଣିବା ସେ ସମ୍ପର୍କରେ…
– ବାସ୍ତୁ ଅନୁସାରେ, ଗାଡ଼ିରେ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଗାଡ଼ିର ଡ୍ୟାସ୍ବୋର୍ଡରେ ଗଣେଶ, ଦୁର୍ଗା ଓ ଶିବଙ୍କ ପ୍ରତିମା ରଖୀବା ଜରୁରି।
– ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଗାଡ଼ିରେ କଳା କଇଁଛ ରଖୀବା ଶୁଭ।
– ସେହିପରି ପାଣି ବୋତଲ ଗାଡ଼ିରେ ରଖିବା ଦ୍ବାରା ମନ ନିର୍ମଳ ରହେ।
– ଗାଡ଼ିରେ ମୟୂର ପୁଚ୍ଛ, ଶିବଙ୍କ ଡମ୍ବରୁ ଏବଂ ଦୁର୍ଗା ମା’ଙ୍କ ଓଢ଼ଣି ରଖୀବା ଶୁଭଦାୟକ। ଏହା ଦ୍ବାରା ଜୀବନର ସମସ୍ତ ବାଧା ଦୂର ହୋଇଥାଏ।