କରୋନାରୁ ସୁସ୍ଥ ହେବା ପରେ ଖାଆନ୍ତୁ ଏହିସବୁ ଖାଦ୍ୟ

The Sakala Picture
Published On

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ରୋଗୀ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ। ଦୁର୍ବଳ କି ଥକ୍କା ଅନୁଭବ ହେଉଥିଲେ ଉଚିତ୍ ଖାଦ୍ୟ ଦ୍ବାରା ଶରୀରକୁ ଶକ୍ତି ମିଳିବ ଓ ଶରୀର ଫିଟ୍ ରହିବ। ସକାଳୁ ଭିଜା ବାଦାମ ଓ କିସମିସ୍‌ ଖାଆନ୍ତୁ। ସକାଳ ଜଳଖିଆରେ ସୁଜି ଇଡ୍‌ଲି, ଦୋସା, ଦଲିଆ ଆଦି ଖାଇପାରିବେ। ଦ୍ବିପହରରେ ଗୁଡ଼ ଓ ଘିଅ ଖାଇବା ଉଚିତ୍‌। […]

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ରୋଗୀ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ। ଦୁର୍ବଳ କି ଥକ୍କା ଅନୁଭବ ହେଉଥିଲେ ଉଚିତ୍ ଖାଦ୍ୟ ଦ୍ବାରା ଶରୀରକୁ ଶକ୍ତି ମିଳିବ ଓ ଶରୀର ଫିଟ୍ ରହିବ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ସକାଳୁ ଭିଜା ବାଦାମ ଓ କିସମିସ୍‌ ଖାଆନ୍ତୁ।
ସକାଳ ଜଳଖିଆରେ ସୁଜି ଇଡ୍‌ଲି, ଦୋସା, ଦଲିଆ ଆଦି ଖାଇପାରିବେ।
ଦ୍ବିପହରରେ ଗୁଡ଼ ଓ ଘିଅ ଖାଇବା ଉଚିତ୍‌। ଏହାକୁ ରୁଟି ସହ ଖାଇବା ଭଲ। ଏହା ଦ୍ବାରା ଶରୀର ଦୁର୍ବଳ କି ଥକ୍କା ଅନୁଭବ କରେ ନାହିଁ।
ରାତିରେ ଅତ୍ୟଧିକ ଖାଦ୍ୟ ଖାଆନ୍ତୁ ନାହିଁ। ରାତିରେ ଖିଚୁଡ଼ି ଖାଇପାରିବେ।
ଏହା ସହ ଶରୀରକୁ ହାଇଡ୍ରେଟ୍ ରଖିବା ବି ଜରୁରୀ। ପ୍ରଚୁର ପାଣି ପିଅନ୍ତୁ। ତା’ ସହ ଲେମ୍ବୁ ପାଣି ବି ପିଅନ୍ତୁ।
ତେଲ ମସଲାଯୁକ୍ତ ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।
ସଜ ପନିପରିବା ଓ ଫଳ ଖାଇବା ଅଭ୍ୟାସ କରନ୍ତୁ।

16 May 2021 By The Sakala

କରୋନାରୁ ସୁସ୍ଥ ହେବା ପରେ ଖାଆନ୍ତୁ ଏହିସବୁ ଖାଦ୍ୟ

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ରୋଗୀ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ। ଦୁର୍ବଳ କି ଥକ୍କା ଅନୁଭବ ହେଉଥିଲେ ଉଚିତ୍ ଖାଦ୍ୟ ଦ୍ବାରା ଶରୀରକୁ ଶକ୍ତି ମିଳିବ ଓ ଶରୀର ଫିଟ୍ ରହିବ।

ସକାଳୁ ଭିଜା ବାଦାମ ଓ କିସମିସ୍‌ ଖାଆନ୍ତୁ।
ସକାଳ ଜଳଖିଆରେ ସୁଜି ଇଡ୍‌ଲି, ଦୋସା, ଦଲିଆ ଆଦି ଖାଇପାରିବେ।
ଦ୍ବିପହରରେ ଗୁଡ଼ ଓ ଘିଅ ଖାଇବା ଉଚିତ୍‌। ଏହାକୁ ରୁଟି ସହ ଖାଇବା ଭଲ। ଏହା ଦ୍ବାରା ଶରୀର ଦୁର୍ବଳ କି ଥକ୍କା ଅନୁଭବ କରେ ନାହିଁ।
ରାତିରେ ଅତ୍ୟଧିକ ଖାଦ୍ୟ ଖାଆନ୍ତୁ ନାହିଁ। ରାତିରେ ଖିଚୁଡ଼ି ଖାଇପାରିବେ।
ଏହା ସହ ଶରୀରକୁ ହାଇଡ୍ରେଟ୍ ରଖିବା ବି ଜରୁରୀ। ପ୍ରଚୁର ପାଣି ପିଅନ୍ତୁ। ତା’ ସହ ଲେମ୍ବୁ ପାଣି ବି ପିଅନ୍ତୁ।
ତେଲ ମସଲାଯୁକ୍ତ ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।
ସଜ ପନିପରିବା ଓ ଫଳ ଖାଇବା ଅଭ୍ୟାସ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp