ପ୍ରସ୍ତୁତ କରନ୍ତୁ ସୋୟା କଟ୍‌ଲେଟ୍‌

The Sakala Picture
Published On

ସାମଗ୍ରୀ: ସୋୟା ବଡ଼ି ଚୂରା ଦୁଇକପ୍‌,  ବ୍ରେଡ୍‌ ଚୂରା ଏକକପ୍‌, ସିଝା ଆଳୁ ୪ଟି, ଗୋଲମରିଚ ଗୁଣ୍ଡ ଅଧଚାମଚ, ହଳଦି ପାଉଡର ଅଧଚାମଚ, ସ୍ବାଦାନୁସାରେ ଲୁଣ, ଏକ ଚାମଚ ଅଦାରସୁଣ ପେଷ୍ଟ, ସରୁ ସରୁ କରି କଟାଯାଇଥିବା କଞ୍ଚାଲଙ୍କା ୩ରୁ ୪ଟି, କଟାଯାଇଥିବା ଧନିଆପତ୍ର ଦୁଇ ଚାମଚ, ଛାଣିବା ପାଇଁ ତେଲ ପଦ୍ଧତି ପ୍ରଥମେ ସିଝା ଆଳୁ, ସୋୟା ଚୂରା, ପିଆଜ ଓ ବ୍ରେଡ୍‌ ଚୂରାକୁ ମିଶାଇ ଦିଅନ୍ତୁ। ଏଥିରେ କଟାଯାଇଥିବା କଞ୍ଚାଲଙ୍କା, କଟାଯାଇଥିବା ଧନିଆ ପତ୍ର, […]

ସାମଗ୍ରୀ: ସୋୟା ବଡ଼ି ଚୂରା ଦୁଇକପ୍‌,  ବ୍ରେଡ୍ଚୂରା ଏକକପ୍‌, ସିଝା ଆଳୁ ୪ଟି, ଗୋଲମରିଚ ଗୁଣ୍ଡ ଅଧଚାମଚ, ହଳଦି ପାଉଡର ଅଧଚାମଚ, ସ୍ବାଦାନୁସାରେ ଲୁଣ, ଏକ ଚାମଚ ଅଦାରସୁଣ ପେଷ୍ଟ, ସରୁ ସରୁ କରି କଟାଯାଇଥିବା କଞ୍ଚାଲଙ୍କା ୩ରୁ ୪ଟି, କଟାଯାଇଥିବା ଧନିଆପତ୍ର ଦୁଇ ଚାମଚ, ଛାଣିବା ପାଇଁ ତେଲ

ଆହୁରି ପଢ଼ନ୍ତୁ: ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ଶୀଘ୍ର ବଢ଼ିବାର ସହଜ ଉପାୟ

ପଦ୍ଧତି
ପ୍ରଥମେ ସିଝା ଆଳୁ, ସୋୟା ଚୂରା, ପିଆଜ ବ୍ରେଡ୍ଚୂରାକୁ ମିଶାଇ ଦିଅନ୍ତୁ। ଏଥିରେ କଟାଯାଇଥିବା କଞ୍ଚାଲଙ୍କା, କଟାଯାଇଥିବା ଧନିଆ ପତ୍ର, ଅଦା ରସୁଣ ପେଷ୍ଟ, ହଳଦୀଗୁଣ୍ଡ, ଗୋଲମରିଚଗୁଣ୍ଡ ଲୁଣ ମିଶାନ୍ତୁ। ଏହାପରେ ହାତରେ ଘିଅ ଲଗାଇ ଏହାକୁ ଚିକ୍କଣ କରି ନିଅନ୍ତୁ। ଏହାପରେ କିଛି କିଛି ମିଶ୍ରଣ ନେଇ ଏହାକୁ କଟ୍ଲେଟ୍ସେପ୍ଦିଅନ୍ତୁ। ଏହାପରେ କଡେଇରେ ତେଲ ଗରମ କରି କଟ୍ଲେଟ୍କୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ସୋୟା କଟ୍ଲେଟ୍କୁ ଟମାଟୋ ସସ୍ ସହିତ ପରଷି ଦିଅନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp