ଖାଦ୍ୟ ସୁରକ୍ଷାର ସଫଳ ରୂପାୟନ ପାଇଁ ଓଡ଼ିଶା ମଡେଲକୁ ବିଶ୍ବ ଖାଦ୍ୟ ସଂଗଠନ ଭାରତ ମୁଖ୍ୟଙ୍କ ପ୍ରଶଂସା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ବିଶ୍ୱ ଖାଦ୍ୟ ସଂଗଠନର ଭାରତ ମୁଖ୍ୟ ବିଶ୍ୱ ପାରାଜୁଲିଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ସାରା ଦେଶରେ ଓଡ଼ିଶା ଏକ ନମ୍ୱର ସ୍ଥାନରେ ରହିଛି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟିଛନ୍ତି ପାରାଜୁଲି । ରାଜ୍ୟରେ ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା କରିବ ବିଶ୍ୱ ଖାଦ୍ୟ ସଂଗଠନ । […]

ଭୁବନେଶ୍ୱର: ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ବିଶ୍ୱ ଖାଦ୍ୟ ସଂଗଠନର ଭାରତ ମୁଖ୍ୟ ବିଶ୍ୱ ପାରାଜୁଲିଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ସାରା ଦେଶରେ ଓଡ଼ିଶା ଏକ ନମ୍ୱର ସ୍ଥାନରେ ରହିଛି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟିଛନ୍ତି ପାରାଜୁଲି । ରାଜ୍ୟରେ ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା କରିବ ବିଶ୍ୱ ଖାଦ୍ୟ ସଂଗଠନ ।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ମାଲକାନଗିରି ଜିଲ୍ଲାରେ ପୋଷଣଯୁକ୍ତ ଚାଉଳ ବଣ୍ଟନର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବଣ୍ଟନ କାର୍ୟ୍ୟକ୍ରମର ସୀମା ନିର୍ଦ୍ଧାରଣ ପାଇଁ ସର୍ଭେ କରାଯିବ। ପୋଷଣଯୁକ୍ତ ଚାଉଳ ଧାନର ଉପଯୋଗୀତା ନେଇ ଯୋଗାଣ ଅଧିକାରୀ, ମିଲର ଓ ଡିଲରଙ୍କୁ ସଚେତନ କରାଯିବ। ସବୁ ପିଡିଏସ ଜିଲ୍ଲାରେ କାର୍ଯ୍ଯକ୍ରମ ଆରମ୍ଭ ହେବ । ଭୁବନେଶ୍ୱରରେ ଶସ୍ୟ  ଏଟିଏମ ପ୍ରତିଷ୍ଠା ପାଇଁ  WFP ସହଯୋଗ କରିଛି । ରାଜ୍ୟର ସବୁ ମହାନଗର ନିଗମରେ ୨ଟି ଲେଖାଏଁ ଏଟିଏମ ପ୍ରତିଷ୍ଠା ପାଇଁ WFP ଭାରତ ମୁଖ୍ୟଙ୍କ ନିକଟରେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

30 Sep 2022 By The Sakala

ଖାଦ୍ୟ ସୁରକ୍ଷାର ସଫଳ ରୂପାୟନ ପାଇଁ ଓଡ଼ିଶା ମଡେଲକୁ ବିଶ୍ବ ଖାଦ୍ୟ ସଂଗଠନ ଭାରତ ମୁଖ୍ୟଙ୍କ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ବିଶ୍ୱ ଖାଦ୍ୟ ସଂଗଠନର ଭାରତ ମୁଖ୍ୟ ବିଶ୍ୱ ପାରାଜୁଲିଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ସାରା ଦେଶରେ ଓଡ଼ିଶା ଏକ ନମ୍ୱର ସ୍ଥାନରେ ରହିଛି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟିଛନ୍ତି ପାରାଜୁଲି । ରାଜ୍ୟରେ ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା କରିବ ବିଶ୍ୱ ଖାଦ୍ୟ ସଂଗଠନ ।

ମାଲକାନଗିରି ଜିଲ୍ଲାରେ ପୋଷଣଯୁକ୍ତ ଚାଉଳ ବଣ୍ଟନର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବଣ୍ଟନ କାର୍ୟ୍ୟକ୍ରମର ସୀମା ନିର୍ଦ୍ଧାରଣ ପାଇଁ ସର୍ଭେ କରାଯିବ। ପୋଷଣଯୁକ୍ତ ଚାଉଳ ଧାନର ଉପଯୋଗୀତା ନେଇ ଯୋଗାଣ ଅଧିକାରୀ, ମିଲର ଓ ଡିଲରଙ୍କୁ ସଚେତନ କରାଯିବ। ସବୁ ପିଡିଏସ ଜିଲ୍ଲାରେ କାର୍ଯ୍ଯକ୍ରମ ଆରମ୍ଭ ହେବ । ଭୁବନେଶ୍ୱରରେ ଶସ୍ୟ  ଏଟିଏମ ପ୍ରତିଷ୍ଠା ପାଇଁ  WFP ସହଯୋଗ କରିଛି । ରାଜ୍ୟର ସବୁ ମହାନଗର ନିଗମରେ ୨ଟି ଲେଖାଏଁ ଏଟିଏମ ପ୍ରତିଷ୍ଠା ପାଇଁ WFP ଭାରତ ମୁଖ୍ୟଙ୍କ ନିକଟରେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦାବି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର