ଲୋନ୍ କରାଇ ଦେବାକୁ କହି ୩ କୋଟିରୁ ଉର୍ଦ୍ଧ୍ୱ ଠକେଇ, ମହିଳା ଗିରଫ
ଉଦଳା: ଗିରଫ ହେଲେ ଠକ ୪୨୦ ମହିଳା । ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ଋଣ ବାହାନାରେ ଲୁଟି ନେଇଛନ୍ତି ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ଗିରଫ ଠକ ମହିଳା କେଉଁଝର ଜିଲ୍ଲା ବଲାଣି ଥାନା ଅଂଚଳର ବିନୋଦିନୀ ନାୟକ ବୋଲି ଜଣାପଡିଛି । ଭୁବନେଶ୍ୱର ହଂସପାଳରୁ ମହିଳାଙ୍କୁ ଗିରଫ କଲା କପ୍ତିପଦା ପୋଲିସ । ଠକେଇରେ ୩୦ରୁ ଊର୍ଦ୍ଧ୍ବ ସିମ୍ ବ୍ୟବହାର କରିଥିଲେ ମହିଳା । ବିଭିନ୍ନ ଥାନାରେ ମହିଳାଙ୍କ ନାଁରେ ଠକେଇ ମାମଲା ମଧ୍ୟ ରହିଥିଲା ।
ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !
24 Jan 2026
By Madhusudan Das
ଲୋନ୍ କରାଇ ଦେବାକୁ କହି ୩ କୋଟିରୁ ଉର୍ଦ୍ଧ୍ୱ ଠକେଇ, ମହିଳା ଗିରଫ
ଉଦଳା: ଗିରଫ ହେଲେ ଠକ ୪୨୦ ମହିଳା । ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ଋଣ ବାହାନାରେ ଲୁଟି ନେଇଛନ୍ତି ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ଗିରଫ ଠକ ମହିଳା କେଉଁଝର ଜିଲ୍ଲା ବଲାଣି ଥାନା ଅଂଚଳର ବିନୋଦିନୀ ନାୟକ ବୋଲି ଜଣାପଡିଛି । ଭୁବନେଶ୍ୱର ହଂସପାଳରୁ ମହିଳାଙ୍କୁ ଗିରଫ କଲା କପ୍ତିପଦା ପୋଲିସ । ଠକେଇରେ ୩୦ରୁ ଊର୍ଦ୍ଧ୍ବ ସିମ୍ ବ୍ୟବହାର କରିଥିଲେ ମହିଳା । ବିଭିନ୍ନ ଥାନାରେ ମହିଳାଙ୍କ ନାଁରେ ଠକେଇ ମାମଲା ମଧ୍ୟ ରହିଥିଲା ।
https://www.thesakala.in/latest-odisha-news/woman-arrested-for-cheating-over-rs-3-crore-by-promising-to-pay-loan/article-44211