ବାସ୍ତୁଦୋଷ କାଟିବାକୁ ଯାଇ ଫସିଲେ ଡିଏସ୍‍ପି : ୪୦ହଜାର ନେଇ ଗୋଡ଼ି ଧରାଇଦେଲେ

The Sakala Picture
Published On

ଭୁବନେଶ୍ୱର : ବାସ୍ତୁଦୋଷ କାଟିବା ଲାଗି ଜଣେ ପୁଲିସ ଅଧିକାରୀଙ୍କୁ ଚୂନ ଲଗାଇଛି ଠକ। ଡିଏସ୍‍ପି Ñଙ୍କର ଜଣେ ଅଧିକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଠକେଇ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି।ଅଭିଯୋଗ ଅନୁଯାୟୀ ଉକ୍ତ ପୁଲିସ ଅଧିକାରୀଙ୍କ ବାସ୍ତୁଦୋଷ ଭଲ ନ ଥିବା କହି ଠକ ବିଛାଇଥିଲା ଜାଲ। ତାଙ୍କ ଅସଲ ରତ୍ନପଥର ଦେବାକୁ କହି ୪୦ହଜାର ଟଙ୍କା ନେଇଥିଲା। ପରେ ତାଙ୍କୁ ରତ୍ନପଥର ନ ଦେଇ […]

ଭୁବନେଶ୍ୱର : ବାସ୍ତୁଦୋଷ କାଟିବା ଲାଗି ଜଣେ ପୁଲିସ ଅଧିକାରୀଙ୍କୁ ଚୂନ ଲଗାଇଛି ଠକ। ଡିଏସ୍‍ପି Ñଙ୍କର ଜଣେ ଅଧିକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଠକେଇ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି।ଅଭିଯୋଗ ଅନୁଯାୟୀ ଉକ୍ତ ପୁଲିସ ଅଧିକାରୀଙ୍କ ବାସ୍ତୁଦୋଷ ଭଲ ନ ଥିବା କହି ଠକ ବିଛାଇଥିଲା ଜାଲ। ତାଙ୍କ ଅସଲ ରତ୍ନପଥର ଦେବାକୁ କହି ୪୦ହଜାର ଟଙ୍କା ନେଇଥିଲା। ପରେ ତାଙ୍କୁ ରତ୍ନପଥର ନ ଦେଇ ଧରାଇ ଦେଇଥିଲା ରଙ୍ଗୀନ୍‍ ଗୋଡ଼ି। ସେ ଉକ୍ତ ରତ୍ନପଥରକୁ ଦେଖିବା ପରେ ଠକେଇ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଠକ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ; ଓଡ଼ିଶା ଉପକୂଳରେ ମେଗା ସମରାଭ୍ୟାସ ସାଗର କବଚ-୨

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର