ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

Deviprasad Mohanty Picture
Published On

ଜଳେଶ୍ବର: ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଡାସ ଗାଁରେ ଘଟିଯାଇଛି। ଘର ବାହାରେ ଖେଳୁଥିଲା ବେଳେ ଦୁଇ ନାବାଳିକା ଭଉଣୀ ଘର ପାଖ ପୋଖରୀରେ ବୁଡି ଯାଇଥିଲେ। ଏହି ଦୁଃଖଦ ଖବର ପରେ ସମଗ୍ର ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

20 Nov 2025 By Deviprasad Mohanty

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ଜଳେଶ୍ବର: ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଡାସ ଗାଁରେ ଘଟିଯାଇଛି। ଘର ବାହାରେ ଖେଳୁଥିଲା ବେଳେ ଦୁଇ ନାବାଳିକା ଭଉଣୀ ଘର ପାଖ ପୋଖରୀରେ ବୁଡି ଯାଇଥିଲେ। ଏହି ଦୁଃଖଦ ଖବର ପରେ ସମଗ୍ର ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର