ରେଡକ୍ରସ ଭବନରେ ଉଦ୍‌ଘାଟନ ହେଲା ଅକ୍ସିଜେନ୍‌ କନସେନଟ୍ରେଟର ବ୍ୟାଙ୍କ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ସ୍ଥିତ ରେଡକ୍ରସ ଭବନରେ ଉଦ୍‌ଘାଟିତ ହୋଇଯାଇଛି ଅକ୍ସିଜେନ୍‌ କନସେନଟ୍ରେଟର ବ୍ୟାଙ୍କ । ଭାରତୀୟ ରେଡ୍‌କ୍ରସ ସୋସାଇଟି ପକ୍ଷରୁ ଏହି ବ୍ୟାଙ୍କ ସ୍ଥାପନ କରାଯାଇଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି । ବ୍ୟାଙ୍କରେ ମୋଟ ୨୫ଟି ଅକ୍ସିଜେନ୍‌ କନସେନଟ୍ରେଟର ରହିଥିବା ବେଳେ ଖୁବ୍‌ଶୀଘ୍ର ଅଧିକ ୧୦୦ଟି ଅକ୍ସିଜେନ୍‌ କନସେନଟ୍ରେଟର ରଖାଯିବ । ରାଜ୍ୟରେ ଅକ୍ସିଜେନ୍‌ର ଅଭାବ ନଥିଲେ ସୁଦ୍ଧା ଆଗକୁ ସମ୍ଭାବ୍ୟ ତୃତୀୟ ଲହରରେ ଏହା ବେଶ୍‌ ସହାୟକ ହୋଇପାରିବ […]

ଭୁବନେଶ୍ୱର: ରାଜଧାନୀ ସ୍ଥିତ ରେଡକ୍ରସ ଭବନରେ ଉଦ୍‌ଘାଟିତ ହୋଇଯାଇଛି ଅକ୍ସିଜେନ୍‌ କନସେନଟ୍ରେଟର ବ୍ୟାଙ୍କ । ଭାରତୀୟ ରେଡ୍‌କ୍ରସ ସୋସାଇଟି ପକ୍ଷରୁ ଏହି ବ୍ୟାଙ୍କ ସ୍ଥାପନ କରାଯାଇଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି । ବ୍ୟାଙ୍କରେ ମୋଟ ୨୫ଟି ଅକ୍ସିଜେନ୍‌ କନସେନଟ୍ରେଟର ରହିଥିବା ବେଳେ ଖୁବ୍‌ଶୀଘ୍ର ଅଧିକ ୧୦୦ଟି ଅକ୍ସିଜେନ୍‌ କନସେନଟ୍ରେଟର ରଖାଯିବ । ରାଜ୍ୟରେ ଅକ୍ସିଜେନ୍‌ର ଅଭାବ ନଥିଲେ ସୁଦ୍ଧା ଆଗକୁ ସମ୍ଭାବ୍ୟ ତୃତୀୟ ଲହରରେ ଏହା ବେଶ୍‌ ସହାୟକ ହୋଇପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: କାଲିଠାରୁ ଉପରମୁହାଁ ହେବ ପାରଦ, ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା

ଆହୁରି ପଢ଼ନ୍ତୁ: Viral Photo: ହିମାଳୟରେ ତପସ୍ୟା କରୁଛନ୍ତି 'ସାରଥି ବାବା', ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

ବ୍ୟାଙ୍କ ଜରିଆରେ ଯେକୌଣସି ବ୍ୟକ୍ତି ଆବଶ୍ୟକତା ଥିଲେ ଘରକୁ ଅକ୍ସିଜେନ୍‌ କନସେନଟ୍ରେଟର ନେଇ ବ୍ୟବହାର କରିପାରିବେ । ଏହି ସେବା ସମ୍ପୂର୍ଣ୍ଣ ମାଗଣା ହୋଇଥିଲେ ସୁଦ୍ଧା ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିକ୍ୟୁରିଟି ଡିପୋଜିଟ୍‌ ଭାବେ ୫ହଜାର ଟଙ୍କା ଦେବାକୁ ପଡିବ ଯାହା ଅକ୍ସିଜେନ୍‌ କନସେନଟ୍ରେଟର ଫେରସ୍ତ ସମୟରେ ଦିଆଯିବ ବୋଲି ରେଡ୍‌କ୍ରସ ସୋସାଇଟିର ସଚିବ ସିଟିଏମ୍‌ ସୁଗୁଣା ସୂଚନା ଦେଇଛନ୍ତି । ପୂର୍ବରୁ ରେଡକ୍ରସ ସୋସାଇଟି ପକ୍ଷରୁ ୭୫ଟି ଅକ୍ସିଜେନ୍‌ କନସେନଟ୍ରେଟର ସ୍ବାସ୍ଥ୍ୟବିଭାଗକୁ ଯୋଗାଇ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ; ୪୮ ଘଣ୍ଟା ଭିତରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ

08 Jul 2021 By The Sakala

ରେଡକ୍ରସ ଭବନରେ ଉଦ୍‌ଘାଟନ ହେଲା ଅକ୍ସିଜେନ୍‌ କନସେନଟ୍ରେଟର ବ୍ୟାଙ୍କ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ରେଡକ୍ରସ ଭବନରେ ଉଦ୍‌ଘାଟିତ ହୋଇଯାଇଛି ଅକ୍ସିଜେନ୍‌ କନସେନଟ୍ରେଟର ବ୍ୟାଙ୍କ । ଭାରତୀୟ ରେଡ୍‌କ୍ରସ ସୋସାଇଟି ପକ୍ଷରୁ ଏହି ବ୍ୟାଙ୍କ ସ୍ଥାପନ କରାଯାଇଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି । ବ୍ୟାଙ୍କରେ ମୋଟ ୨୫ଟି ଅକ୍ସିଜେନ୍‌ କନସେନଟ୍ରେଟର ରହିଥିବା ବେଳେ ଖୁବ୍‌ଶୀଘ୍ର ଅଧିକ ୧୦୦ଟି ଅକ୍ସିଜେନ୍‌ କନସେନଟ୍ରେଟର ରଖାଯିବ । ରାଜ୍ୟରେ ଅକ୍ସିଜେନ୍‌ର ଅଭାବ ନଥିଲେ ସୁଦ୍ଧା ଆଗକୁ ସମ୍ଭାବ୍ୟ ତୃତୀୟ ଲହରରେ ଏହା ବେଶ୍‌ ସହାୟକ ହୋଇପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟାଙ୍କ ଜରିଆରେ ଯେକୌଣସି ବ୍ୟକ୍ତି ଆବଶ୍ୟକତା ଥିଲେ ଘରକୁ ଅକ୍ସିଜେନ୍‌ କନସେନଟ୍ରେଟର ନେଇ ବ୍ୟବହାର କରିପାରିବେ । ଏହି ସେବା ସମ୍ପୂର୍ଣ୍ଣ ମାଗଣା ହୋଇଥିଲେ ସୁଦ୍ଧା ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିକ୍ୟୁରିଟି ଡିପୋଜିଟ୍‌ ଭାବେ ୫ହଜାର ଟଙ୍କା ଦେବାକୁ ପଡିବ ଯାହା ଅକ୍ସିଜେନ୍‌ କନସେନଟ୍ରେଟର ଫେରସ୍ତ ସମୟରେ ଦିଆଯିବ ବୋଲି ରେଡ୍‌କ୍ରସ ସୋସାଇଟିର ସଚିବ ସିଟିଏମ୍‌ ସୁଗୁଣା ସୂଚନା ଦେଇଛନ୍ତି । ପୂର୍ବରୁ ରେଡକ୍ରସ ସୋସାଇଟି ପକ୍ଷରୁ ୭୫ଟି ଅକ୍ସିଜେନ୍‌ କନସେନଟ୍ରେଟର ସ୍ବାସ୍ଥ୍ୟବିଭାଗକୁ ଯୋଗାଇ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର