ସୁନ୍ଦରଗଡ ପାଇଁ ଖୁସି ଖବର : ହେମଗିରି ଗର୍ଜନ ପାହାଡରେ ଠାବ ହେଲା ବିରଳ କଳାବାଘ

The Sakala Picture
Published On

ସୁନ୍ଦରଗଡ : ଓଡ଼ିଶା ସହ ସୁନ୍ଦରଗଡ ଜିଲ୍ଲା ପାଇଁ ଖୁସି ଖବର। କାରଣ ପୁଣି ଥରେ ଠାବ ହୋଇଛି ବିରଳ କଳା ବାଘ। ସୁନ୍ଦରଗଡ ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଜଙ୍ଗଲରେ ଠାବ ହୋଇଛି ବିରଳ କଳା ବାଘ । ବନବିଭାଗ କ୍ୟାମେରାରେ ଏହି ବ୍ଲାକ୍ ପାନ୍ଥର ବା ବିରଳ କଳା ବାଘ  କଏଦ ହୋଇଛି । ପୂର୍ବରୁ ୨୦୧୮ ମସିହାରେ ଏହି ବାଘକୁ ଠାବ କରିଥିଲା ବନବିଭାଗର କ୍ୟାମେରା । ହେଲେ ସେବେଠାରୁ ଏହି […]

ସୁନ୍ଦରଗଡ : ଓଡ଼ିଶା ସହ ସୁନ୍ଦରଗଡ ଜିଲ୍ଲା ପାଇଁ ଖୁସି ଖବର। କାରଣ ପୁଣି ଥରେ ଠାବ ହୋଇଛି ବିରଳ କଳା ବାଘ। ସୁନ୍ଦରଗଡ ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଜଙ୍ଗଲରେ ଠାବ ହୋଇଛି ବିରଳ କଳା ବାଘ । ବନବିଭାଗ କ୍ୟାମେରାରେ ଏହି ବ୍ଲାକ୍ ପାନ୍ଥର ବା ବିରଳ କଳା ବାଘ  କଏଦ ହୋଇଛି ।

ପୂର୍ବରୁ ୨୦୧୮ ମସିହାରେ ଏହି ବାଘକୁ ଠାବ କରିଥିଲା ବନବିଭାଗର କ୍ୟାମେରା । ହେଲେ ସେବେଠାରୁ ଏହି ବାଘର କୌଣସି ପତ୍ତା ମିଳୁ ନଥିଲା । ୬ ବର୍ଷ ପରେ ବନ ବିଭାଗ କ୍ୟାମେରାରେ ପୁଣି କଏଦ ହୋଇଛି କଳାବାଘର ଚିତ୍ର। ଏଥି ସହିତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଗାଁ ଲୋକ କଳାବାଘକୁ ଦେଖିଥିବା କଥା କହିଛନ୍ତି । ଏହା ବନବିଭାଗ କ୍ୟାମେରାରେ କେବଳ କଳା ବାଘ ନୁହଁ ଆହୁରି ଅନେକ ପ୍ରକାରର ଦୁର୍ଲଭ ଜୀବଜନ୍ତୁ ଏହି କ୍ୟାମେରାରେ ଟ୍ରାପ ହୋଇଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ ଡିଏଫଓ ପ୍ରଦୀପ ମିରାସେ।

14 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର