କର୍କଟ ରୋଗୀଙ୍କ ଆଶାର କିରଣ ନୁସରତ ସଂଘମିତ୍ରାଙ୍କ କାର୍ଯ୍ୟକୁ ସୁବ୍ରତ ବାଗଚିଙ୍କ ପ୍ରଶଂସା

The Sakala Picture
Published On

ସୋର:  କର୍କଟ ରୋଗର ଉପସମ, କମ ଔଷଧ ବ୍ୟବହାର, ଔଷଧ ସେବନ ପରେ ପାର୍ଶ୍ବ ପ୍ରତିକ୍ରିୟା କମ ଉପରେ ଗବେଷଣା କରୁଥିବା ଗବେଷିକା ଓଡ଼ିଶାର ବାଲେଶ୍ୱର ସୋରର ଝିଅ ନୁସରତ ସଂଘମିତ୍ରାଙ୍କୁ ବିଶିଷ୍ଟ ଉଦ୍ୟୋଗପତି ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଡ. ସୁବ୍ରତ ବାଗଚି ଏକ ସାକ୍ଷାତକାର କରିବା ପରେ ଟ୍ୱିଟ କରି ଉଚ୍ଚ ପ୍ରଶଂସା କରିଛନ୍ତି। ଏହା ପରେ ବାଲେଶ୍ୱର ଜିଲାପାଳ ମଧ୍ୟ ଟ୍ୱିଟ କରି ଶୁଭେଛା ଜଣାଇଛନ୍ତି। ସୋର ପୌରପାଳିକା ମୋବାରକପୁର […]

ସୋର:  କର୍କଟ ରୋଗର ଉପସମ, କମ ଔଷଧ ବ୍ୟବହାର, ଔଷଧ ସେବନ ପରେ ପାର୍ଶ୍ବ ପ୍ରତିକ୍ରିୟା କମ ଉପରେ ଗବେଷଣା କରୁଥିବା ଗବେଷିକା ଓଡ଼ିଶାର ବାଲେଶ୍ୱର ସୋରର ଝିଅ ନୁସରତ ସଂଘମିତ୍ରାଙ୍କୁ ବିଶିଷ୍ଟ ଉଦ୍ୟୋଗପତି ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଡ. ସୁବ୍ରତ ବାଗଚି ଏକ ସାକ୍ଷାତକାର କରିବା ପରେ ଟ୍ୱିଟ କରି ଉଚ୍ଚ ପ୍ରଶଂସା କରିଛନ୍ତି। ଏହା ପରେ ବାଲେଶ୍ୱର ଜିଲାପାଳ ମଧ୍ୟ ଟ୍ୱିଟ କରି ଶୁଭେଛା ଜଣାଇଛନ୍ତି। ସୋର ପୌରପାଳିକା ମୋବାରକପୁର ଗ୍ରାମର ସେକ ରହେମତୁଲ୍ଲାଙ୍କ ଝିଅ ନୁସରତ ସଂଘମିତ୍ରା ଛାତ୍ର ଜୀବନରେ ରସାୟନ ବିଜ୍ଞାନରେ ବେଙ୍ଗଲୋର ଇଣ୍ଡିଆନ ଇନଷ୍ଟିୁଚ୍ୟୁଟ ଅଫ ସାଇନ୍ସରେରେ ଗବେଷଣା କରିବା ପରେ ନେଦରଲ୍ୟାଣ୍ଡ କ୍ୱୋଟୋ ବିଶ୍ୱବିଦ୍ୟାଳୟ ଓ ଜାପାନରେ ପୋଷ୍ଟ ଡକ୍ଟରେଟ କରିଥିଲେ। ସେ ପାଠ ପଢ଼ିବା ସମୟରେ ବାପା ରହେମତୁଲ୍ଲା କର୍କଟ ରୋଗରେ ପଡ଼ି କଷ୍ଟ ପାଇବା ପରେ ନୁସରତ କର୍କଟ ଉପରେ ଗବେଷଣା ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜଙ୍ଗଲରେ ବାଘ ଆତଙ୍କ ! ମଣିଷ ମାରି ଖାଇଲା ମହାବଳ, ଜଙ୍ଗଲରେ ପଡିଛି ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୯୬% ସମାଧାନ ଦାବିର ସତ୍ୟତା କେତେ: ବିଜେଡି

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

କର୍କଟ ରୋଗୀ କମ ଔଷଧ ଖାଇ କିପରି ସୁସ୍ଥ ଜୀବନ ଯାପନ କରିବେ। ଔଷଧ ସେବନ ପରେ ରୋଗୀଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା କମ ରହିବ ଓ ରୋଗରେ ପଡ଼ିଲେ କମ କଷ୍ଟ ହେବ ସେ ନେଇ ଗବେଷଣା ଆରମ୍ଭ କରୁଛନ୍ତି। ଏନେଇ ସେ ପୁନେରେ ଏକ ଗବେଷଣା କେନ୍ଦ୍ର ଖୋଲିଛନ୍ତି। ସେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ୨୦୧୭ ମସିହାରେ ଷ୍ଟାର୍ଟ ଅପ ସାଇକା ଓନକୋ ସଲ୍ୟୁସନ ପ୍ରତିଷ୍ଠା କରିଥିଲେ ପରବର୍ତ୍ତୀ ୨୦୧୯ ମସିହାରେ ସାଇ ଜେନିକା ପ୍ରା: ଲିମିଟେଡ ନାମକ ଏକ ନୂତନ ଷ୍ଟାର୍ଟ ଅପ ପୁନେରେ ପ୍ରତିଷ୍ଠା କରିଛନ୍ତି। ଏହି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମୁଖ୍ୟ ରଣନିତୀ ଅଧିକାରୀଭାବେ ରହିଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସାଇ ଜେନିକା ପ୍ରା: ଲିମିଟେଡ କର୍କଟ ରୋଗୀଙ୍କୁ ସୁସ୍ଥ କରିବାକୁ ବିଭିନ୍ନ ଫର୍ମୁଲା ଓ ଉପକରଣ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଜାରି ରଖିଛି। ତାଙ୍କ ଚିକିତ୍ସାରେ ଅନ୍ୟ ଚିକିତ୍ସା ଠାରୁ କମ କଷ୍ଟ ଦାୟକ କହିଛନ୍ତି ନୁସରତ ସଂଘମିତ୍ରା। ବିଶ୍ୱରେ ଭୟାନକ କର୍କଟ ଭଳି ଜଟିଳ ରୋଗକୁ ସରଳ ଉପାୟରେ ଚିକିତ୍ସାରେ ସୁସ୍ଥ କରିବା ଦିଗରେ ତାଙ୍କର ସାଇ ଜେନିକା ପ୍ରା: ଲିମିଟେଡ କାର୍ଯ୍ୟ କରୁଥିବାର ନୁସରତ ସଂଘମିତ୍ରା କହିଛନ୍ତି।

ସଂଘମିତ୍ରାଙ୍କୁ ୨୦୧୮ ମସିହାରେ ରାଷ୍ଟ୍ରପତି ଷ୍ଟାର୍ଟଅପ ପୁରସ୍କାର ପ୍ରଦାନ କରିଥିଲେ। ନୁସରତ ସଂଘମିତ୍ରାଙ୍କର ଏଭଳି କାର୍ଯ୍ୟକୁ ବିଶିଷ୍ଟ ଉଦ୍ୟୋଗପତି ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଡ. ସୁବ୍ରତ ବାଗଚି ଏକ ସାକ୍ଷାତକାର ସମୟରେ ଉଚ୍ଚ ପ୍ରସଂଶା କରିବା ସହିତ ଟ୍ୱିଟ କରି ତାଙ୍କର ସଫଳତା କାମନା କରିଛନ୍ତି। ସେହି ପରି ବାଲେଶ୍ୱର ଜିଲାପାଳ ମଧ୍ୟ ନୁସରତ ସଂଘମିତ୍ରାଙ୍କର ସଫଳତା ଆଶା କରିବା ସହିତ ଉଚ୍ଚ ପ୍ରସଂଶା କରିଛନ୍ତି।

29 Jun 2021 By The Sakala

କର୍କଟ ରୋଗୀଙ୍କ ଆଶାର କିରଣ ନୁସରତ ସଂଘମିତ୍ରାଙ୍କ କାର୍ଯ୍ୟକୁ ସୁବ୍ରତ ବାଗଚିଙ୍କ ପ୍ରଶଂସା

ସୋର:  କର୍କଟ ରୋଗର ଉପସମ, କମ ଔଷଧ ବ୍ୟବହାର, ଔଷଧ ସେବନ ପରେ ପାର୍ଶ୍ବ ପ୍ରତିକ୍ରିୟା କମ ଉପରେ ଗବେଷଣା କରୁଥିବା ଗବେଷିକା ଓଡ଼ିଶାର ବାଲେଶ୍ୱର ସୋରର ଝିଅ ନୁସରତ ସଂଘମିତ୍ରାଙ୍କୁ ବିଶିଷ୍ଟ ଉଦ୍ୟୋଗପତି ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଡ. ସୁବ୍ରତ ବାଗଚି ଏକ ସାକ୍ଷାତକାର କରିବା ପରେ ଟ୍ୱିଟ କରି ଉଚ୍ଚ ପ୍ରଶଂସା କରିଛନ୍ତି। ଏହା ପରେ ବାଲେଶ୍ୱର ଜିଲାପାଳ ମଧ୍ୟ ଟ୍ୱିଟ କରି ଶୁଭେଛା ଜଣାଇଛନ୍ତି। ସୋର ପୌରପାଳିକା ମୋବାରକପୁର ଗ୍ରାମର ସେକ ରହେମତୁଲ୍ଲାଙ୍କ ଝିଅ ନୁସରତ ସଂଘମିତ୍ରା ଛାତ୍ର ଜୀବନରେ ରସାୟନ ବିଜ୍ଞାନରେ ବେଙ୍ଗଲୋର ଇଣ୍ଡିଆନ ଇନଷ୍ଟିୁଚ୍ୟୁଟ ଅଫ ସାଇନ୍ସରେରେ ଗବେଷଣା କରିବା ପରେ ନେଦରଲ୍ୟାଣ୍ଡ କ୍ୱୋଟୋ ବିଶ୍ୱବିଦ୍ୟାଳୟ ଓ ଜାପାନରେ ପୋଷ୍ଟ ଡକ୍ଟରେଟ କରିଥିଲେ। ସେ ପାଠ ପଢ଼ିବା ସମୟରେ ବାପା ରହେମତୁଲ୍ଲା କର୍କଟ ରୋଗରେ ପଡ଼ି କଷ୍ଟ ପାଇବା ପରେ ନୁସରତ କର୍କଟ ଉପରେ ଗବେଷଣା ଆରମ୍ଭ କରିଥିଲେ।

କର୍କଟ ରୋଗୀ କମ ଔଷଧ ଖାଇ କିପରି ସୁସ୍ଥ ଜୀବନ ଯାପନ କରିବେ। ଔଷଧ ସେବନ ପରେ ରୋଗୀଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା କମ ରହିବ ଓ ରୋଗରେ ପଡ଼ିଲେ କମ କଷ୍ଟ ହେବ ସେ ନେଇ ଗବେଷଣା ଆରମ୍ଭ କରୁଛନ୍ତି। ଏନେଇ ସେ ପୁନେରେ ଏକ ଗବେଷଣା କେନ୍ଦ୍ର ଖୋଲିଛନ୍ତି। ସେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ୨୦୧୭ ମସିହାରେ ଷ୍ଟାର୍ଟ ଅପ ସାଇକା ଓନକୋ ସଲ୍ୟୁସନ ପ୍ରତିଷ୍ଠା କରିଥିଲେ ପରବର୍ତ୍ତୀ ୨୦୧୯ ମସିହାରେ ସାଇ ଜେନିକା ପ୍ରା: ଲିମିଟେଡ ନାମକ ଏକ ନୂତନ ଷ୍ଟାର୍ଟ ଅପ ପୁନେରେ ପ୍ରତିଷ୍ଠା କରିଛନ୍ତି। ଏହି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମୁଖ୍ୟ ରଣନିତୀ ଅଧିକାରୀଭାବେ ରହିଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସାଇ ଜେନିକା ପ୍ରା: ଲିମିଟେଡ କର୍କଟ ରୋଗୀଙ୍କୁ ସୁସ୍ଥ କରିବାକୁ ବିଭିନ୍ନ ଫର୍ମୁଲା ଓ ଉପକରଣ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଜାରି ରଖିଛି। ତାଙ୍କ ଚିକିତ୍ସାରେ ଅନ୍ୟ ଚିକିତ୍ସା ଠାରୁ କମ କଷ୍ଟ ଦାୟକ କହିଛନ୍ତି ନୁସରତ ସଂଘମିତ୍ରା। ବିଶ୍ୱରେ ଭୟାନକ କର୍କଟ ଭଳି ଜଟିଳ ରୋଗକୁ ସରଳ ଉପାୟରେ ଚିକିତ୍ସାରେ ସୁସ୍ଥ କରିବା ଦିଗରେ ତାଙ୍କର ସାଇ ଜେନିକା ପ୍ରା: ଲିମିଟେଡ କାର୍ଯ୍ୟ କରୁଥିବାର ନୁସରତ ସଂଘମିତ୍ରା କହିଛନ୍ତି।

ସଂଘମିତ୍ରାଙ୍କୁ ୨୦୧୮ ମସିହାରେ ରାଷ୍ଟ୍ରପତି ଷ୍ଟାର୍ଟଅପ ପୁରସ୍କାର ପ୍ରଦାନ କରିଥିଲେ। ନୁସରତ ସଂଘମିତ୍ରାଙ୍କର ଏଭଳି କାର୍ଯ୍ୟକୁ ବିଶିଷ୍ଟ ଉଦ୍ୟୋଗପତି ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଡ. ସୁବ୍ରତ ବାଗଚି ଏକ ସାକ୍ଷାତକାର ସମୟରେ ଉଚ୍ଚ ପ୍ରସଂଶା କରିବା ସହିତ ଟ୍ୱିଟ କରି ତାଙ୍କର ସଫଳତା କାମନା କରିଛନ୍ତି। ସେହି ପରି ବାଲେଶ୍ୱର ଜିଲାପାଳ ମଧ୍ୟ ନୁସରତ ସଂଘମିତ୍ରାଙ୍କର ସଫଳତା ଆଶା କରିବା ସହିତ ଉଚ୍ଚ ପ୍ରସଂଶା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର