ସିଙ୍ଗାପୁରରେ ତାଲିମ ନେବେ ୪୦ ଓଡ଼ିଆ ଛାତ୍ରଛାତ୍ରୀ, ଓଡ଼ିଶା ଛାଡିବା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

The Sakala Picture
Published On

ଭୁବନେଶ୍ୱର: ସିଙ୍ଗାପୁରରେ ଦକ୍ଷତା ବିକାଶରେ ଅଧିକ ଦକ୍ଷ ହେବାକୁ ତାଲିମ ନେବେ ୪୦ ଓଡ଼ିଆ ଛାତ୍ରଛାତ୍ରୀ । ଓଡ଼ିଶା ଦକ୍ଷତା କେନ୍ଦ୍ରର ଏହି ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛନ୍ତି ୩୨ଛାତ୍ର ଓ ୮ଛାତ୍ରୀ । ଏମାନଙ୍କ ମଧ୍ୟର ୨୦ ଜଣ କୃଷକ ପରିବାରର ପ୍ରତିଭାବାନ ଛାତ୍ରଛାତ୍ରୀ ସାମିଲ ଅଛନ୍ତି । ଆଜି ସମସ୍ତ ଛାତ୍ରଛାତ୍ରୀ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିବାବେଳେ ଓଡ଼ିଶା ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସମ୍ମିଳନୀରେ ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ […]

ଭୁବନେଶ୍ୱର: ସିଙ୍ଗାପୁରରେ ଦକ୍ଷତା ବିକାଶରେ ଅଧିକ ଦକ୍ଷ ହେବାକୁ ତାଲିମ ନେବେ ୪୦ ଓଡ଼ିଆ ଛାତ୍ରଛାତ୍ରୀ । ଓଡ଼ିଶା ଦକ୍ଷତା କେନ୍ଦ୍ରର ଏହି ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛନ୍ତି ୩୨ଛାତ୍ର ଓ ୮ଛାତ୍ରୀ । ଏମାନଙ୍କ ମଧ୍ୟର ୨୦ ଜଣ କୃଷକ ପରିବାରର ପ୍ରତିଭାବାନ ଛାତ୍ରଛାତ୍ରୀ ସାମିଲ ଅଛନ୍ତି । ଆଜି ସମସ୍ତ ଛାତ୍ରଛାତ୍ରୀ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିବାବେଳେ ଓଡ଼ିଶା ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସମ୍ମିଳନୀରେ ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଛନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ପ୍ରେମ ପାଇଁ କରଞ୍ଜ ଗଛରେ ଝୁଲି ପଡିଲେ ଯୁବକ-ଯୁବତୀ !

ଦୁଇ ସପ୍ତାହ ଯାଏ ସିଙ୍ଗାପୁରରେ ରହି ବିଶ୍ୱସ୍ତରୀୟ ଦକ୍ଷତା, କୌଶଳ ପ୍ରଶିକ୍ଷଣ ନେବେ । ୨୦ ଛାତ୍ରଛାତ୍ରୀ ଡ୍ରୋନ ପରିଚାଳନା ଓ ମରାମତି ସଂପର୍କରେ ପ୍ରଶିକ୍ଷଣ ନେବାକୁ ଥିବାବେଳେ ସ୍ୱୟଂଚାଳିତ ମୋବାଇଲ ରୋବୋଟିକ କୌଶଳରେ ଦକ୍ଷତା ହାସଲ ପାଇଁ ମଧ୍ୟ ପ୍ରଶିକ୍ଷଣ ନେବେ । କାର୍ଯ୍ୟକ୍ରମକୁ ଆଇଟିଇ ଏଜୁକେସନ ସର୍ଭିସ ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏହି ତାଲିମ ଶିବିର ଆୟାଜନ କରାଯାଇଛି । ୭ରୁ ୧୮ନଭେମ୍ବର ଯାଏଁ ସିଙ୍ଗାପୁରରେ ହେବ ବିଶ୍ୱ ଦକ୍ଷତା ସମ୍ମିଳନୀ ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

05 Nov 2022 By The Sakala

ସିଙ୍ଗାପୁରରେ ତାଲିମ ନେବେ ୪୦ ଓଡ଼ିଆ ଛାତ୍ରଛାତ୍ରୀ, ଓଡ଼ିଶା ଛାଡିବା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଭୁବନେଶ୍ୱର: ସିଙ୍ଗାପୁରରେ ଦକ୍ଷତା ବିକାଶରେ ଅଧିକ ଦକ୍ଷ ହେବାକୁ ତାଲିମ ନେବେ ୪୦ ଓଡ଼ିଆ ଛାତ୍ରଛାତ୍ରୀ । ଓଡ଼ିଶା ଦକ୍ଷତା କେନ୍ଦ୍ରର ଏହି ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛନ୍ତି ୩୨ଛାତ୍ର ଓ ୮ଛାତ୍ରୀ । ଏମାନଙ୍କ ମଧ୍ୟର ୨୦ ଜଣ କୃଷକ ପରିବାରର ପ୍ରତିଭାବାନ ଛାତ୍ରଛାତ୍ରୀ ସାମିଲ ଅଛନ୍ତି । ଆଜି ସମସ୍ତ ଛାତ୍ରଛାତ୍ରୀ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିବାବେଳେ ଓଡ଼ିଶା ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସମ୍ମିଳନୀରେ ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଛନ୍ତି ନବୀନ ।

ଦୁଇ ସପ୍ତାହ ଯାଏ ସିଙ୍ଗାପୁରରେ ରହି ବିଶ୍ୱସ୍ତରୀୟ ଦକ୍ଷତା, କୌଶଳ ପ୍ରଶିକ୍ଷଣ ନେବେ । ୨୦ ଛାତ୍ରଛାତ୍ରୀ ଡ୍ରୋନ ପରିଚାଳନା ଓ ମରାମତି ସଂପର୍କରେ ପ୍ରଶିକ୍ଷଣ ନେବାକୁ ଥିବାବେଳେ ସ୍ୱୟଂଚାଳିତ ମୋବାଇଲ ରୋବୋଟିକ କୌଶଳରେ ଦକ୍ଷତା ହାସଲ ପାଇଁ ମଧ୍ୟ ପ୍ରଶିକ୍ଷଣ ନେବେ । କାର୍ଯ୍ୟକ୍ରମକୁ ଆଇଟିଇ ଏଜୁକେସନ ସର୍ଭିସ ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏହି ତାଲିମ ଶିବିର ଆୟାଜନ କରାଯାଇଛି । ୭ରୁ ୧୮ନଭେମ୍ବର ଯାଏଁ ସିଙ୍ଗାପୁରରେ ହେବ ବିଶ୍ୱ ଦକ୍ଷତା ସମ୍ମିଳନୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର