ବାପାମାଆଙ୍କୁ ମାରି ପୋତିଦେଲା ପୁଅ ! ବର୍ତ୍ତମାନ ସୁଦ୍ଧା ମିଳିଛି ଜଣଙ୍କ ଶବ…

The Sakala Picture
Published On

ବାଲେଶ୍ବର: ପାରିବାରିକ କଳହର କରୁଣ ପରିଣତି। ମଦୁଆ ପୁଅ ସାଜିଲା ବାପର ହତ୍ୟାକାରୀ। ଏବେ ବି ମାଆ ନିଖୋଜ। ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗାଁରେ ୪ଦିନ ଧରି ନିଖୋଜ ଥିବା ବାପା ରମାକାନ୍ତ ବେହେରା ଓ ମାଆ ଚମ୍ପା ବେହେରାଙ୍କ ନିଖୋଜ ଘଟଣାକୁ ନେଇ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଭାଇ ରମେଶ ବାପାମାଆଙ୍କୁ ମାରିଦେଇ ପୋତିଦେଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ସିମୁଳିଆ ପୁଲିସ ତଦନ୍ତ ଆରମ୍ଭ କରିଥିବା ସହିତ […]

ବାଲେଶ୍ବର: ପାରିବାରିକ କଳହର କରୁଣ ପରିଣତି। ମଦୁଆ ପୁଅ ସାଜିଲା ବାପର ହତ୍ୟାକାରୀ। ଏବେ ବି ମାଆ ନିଖୋଜ। ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗାଁରେ ୪ଦିନ ଧରି ନିଖୋଜ ଥିବା ବାପା ରମାକାନ୍ତ ବେହେରା ଓ ମାଆ ଚମ୍ପା ବେହେରାଙ୍କ ନିଖୋଜ ଘଟଣାକୁ ନେଇ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଭାଇ ରମେଶ ବାପାମାଆଙ୍କୁ ମାରିଦେଇ ପୋତିଦେଇଥିବା ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଅଭିଯୋଗ କ୍ରମେ ସିମୁଳିଆ ପୁଲିସ ତଦନ୍ତ ଆରମ୍ଭ କରିଥିବା ସହିତ ରମେଶଙ୍କ ଘର ପଛପଟେ ଏକ ବିଲରେ ପୋତିଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଖଇରା ଅତିରିକ୍ତ ତହସିଲଦାର,ବାଲେଶ୍ୱର ସାଇନ୍ଟଫିକ ଟିମ ପହଞ୍ଚି ଉକ୍ତ ସ୍ଥାନକୁ ଖୋଳି ରାମାକାନ୍ତଙ୍କ ମୃତଦେହ ଠାବ ହୋଇଥିବା ବେଳେ ମାଆ ଏବେବି ନିଖୋଜ ଅଛନ୍ତି ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

22 Jun 2024 By The Sakala

ବାପାମାଆଙ୍କୁ ମାରି ପୋତିଦେଲା ପୁଅ ! ବର୍ତ୍ତମାନ ସୁଦ୍ଧା ମିଳିଛି ଜଣଙ୍କ ଶବ…

ବାଲେଶ୍ବର: ପାରିବାରିକ କଳହର କରୁଣ ପରିଣତି। ମଦୁଆ ପୁଅ ସାଜିଲା ବାପର ହତ୍ୟାକାରୀ। ଏବେ ବି ମାଆ ନିଖୋଜ। ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗାଁରେ ୪ଦିନ ଧରି ନିଖୋଜ ଥିବା ବାପା ରମାକାନ୍ତ ବେହେରା ଓ ମାଆ ଚମ୍ପା ବେହେରାଙ୍କ ନିଖୋଜ ଘଟଣାକୁ ନେଇ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଭାଇ ରମେଶ ବାପାମାଆଙ୍କୁ ମାରିଦେଇ ପୋତିଦେଇଥିବା ଅଭିଯୋଗ କରିଥିଲେ।

ଅଭିଯୋଗ କ୍ରମେ ସିମୁଳିଆ ପୁଲିସ ତଦନ୍ତ ଆରମ୍ଭ କରିଥିବା ସହିତ ରମେଶଙ୍କ ଘର ପଛପଟେ ଏକ ବିଲରେ ପୋତିଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଖଇରା ଅତିରିକ୍ତ ତହସିଲଦାର,ବାଲେଶ୍ୱର ସାଇନ୍ଟଫିକ ଟିମ ପହଞ୍ଚି ଉକ୍ତ ସ୍ଥାନକୁ ଖୋଳି ରାମାକାନ୍ତଙ୍କ ମୃତଦେହ ଠାବ ହୋଇଥିବା ବେଳେ ମାଆ ଏବେବି ନିଖୋଜ ଅଛନ୍ତି ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର