ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣା: ବଡ଼ ଖୁଲାସା, ୭୦ ବର୍ଷୀୟ ବୃଦ୍ଧଙ୍କର ହୋଇଥିଲା ପ୍ରି-ପ୍ଲାନ ମର୍ଡର...

Deviprasad Mohanty Picture
Published On

ଭୁବନେଶ୍ବର: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣାରେ ବଡ଼ ଖୁଲାସା। ୭୦ ବର୍ଷୀୟ ବୃଦ୍ଧଙ୍କର ହୋଇଥିଲା ପ୍ରି ପ୍ଲାନ ମର୍ଡର । ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ ବଳରାମ ଦେଓଗାମଙ୍କ ହୋଇଥିଲା ନିର୍ମମ ହତ୍ୟା  ପୂର୍ବ ଶତ୍ରୁତାଙ୍କୁ ବୃଦ୍ଧଙ୍କୁ ମାରି ଜଙ୍ଗଳାରେ ଫିଙ୍ଗି ଦେଇଥିଲେ ନର ପିଶାଚ। ଗତକାଲି ଛତୁ ଆଣିବାକୁ ଯାଇଥିବା ବେଳେ ନରକଙ୍କାଳ ଦେଖିଥିଲେ ସ୍ଥାନୀୟ ଯୁବକ। କଙ୍କାଳ ସହ ମୁଣ୍ଡ, ଖପୁରୀ, ମାଢି, ଜଙ୍ଘ ହାଡ଼ ଏଣେତେଣେ ଛିଟିକି ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଓ ବନବିଭାଗ ସେଠାରେ ପହଞ୍ଚିଥିଲା। ଅଧାଦେହ ମାଟି ତଳେ ଥିବା ସନ୍ଦେହ କରାଯାଉଥିଲା। ମାସେ ତଳେ ହୋଇଥିବା ଏକ ମିସିଙ୍ଗ କେସକୁ ନେଇ ତଦନ୍ତକୁ ବ୍ୟାପକ କରିଥିଲା ପୁଲିସ । ଆଜି ଜଣେ ଅଭିଯୁକ୍ତକୁ ଧରିଛି ପୁଲିସ। ଅଭିଯୁକ୍ତକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି ପୁଲିସ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

01 Nov 2025 By Deviprasad Mohanty

ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣା: ବଡ଼ ଖୁଲାସା, ୭୦ ବର୍ଷୀୟ ବୃଦ୍ଧଙ୍କର ହୋଇଥିଲା ପ୍ରି-ପ୍ଲାନ ମର୍ଡର...

ଭୁବନେଶ୍ବର: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣାରେ ବଡ଼ ଖୁଲାସା। ୭୦ ବର୍ଷୀୟ ବୃଦ୍ଧଙ୍କର ହୋଇଥିଲା ପ୍ରି ପ୍ଲାନ ମର୍ଡର । ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ ବଳରାମ ଦେଓଗାମଙ୍କ ହୋଇଥିଲା ନିର୍ମମ ହତ୍ୟା  ପୂର୍ବ ଶତ୍ରୁତାଙ୍କୁ ବୃଦ୍ଧଙ୍କୁ ମାରି ଜଙ୍ଗଳାରେ ଫିଙ୍ଗି ଦେଇଥିଲେ ନର ପିଶାଚ। ଗତକାଲି ଛତୁ ଆଣିବାକୁ ଯାଇଥିବା ବେଳେ ନରକଙ୍କାଳ ଦେଖିଥିଲେ ସ୍ଥାନୀୟ ଯୁବକ। କଙ୍କାଳ ସହ ମୁଣ୍ଡ, ଖପୁରୀ, ମାଢି, ଜଙ୍ଘ ହାଡ଼ ଏଣେତେଣେ ଛିଟିକି ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଓ ବନବିଭାଗ ସେଠାରେ ପହଞ୍ଚିଥିଲା। ଅଧାଦେହ ମାଟି ତଳେ ଥିବା ସନ୍ଦେହ କରାଯାଉଥିଲା। ମାସେ ତଳେ ହୋଇଥିବା ଏକ ମିସିଙ୍ଗ କେସକୁ ନେଇ ତଦନ୍ତକୁ ବ୍ୟାପକ କରିଥିଲା ପୁଲିସ । ଆଜି ଜଣେ ଅଭିଯୁକ୍ତକୁ ଧରିଛି ପୁଲିସ। ଅଭିଯୁକ୍ତକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର