ଓୟୋ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ, ଚଢଉ କରି ଦୁଇ ଯୁବତୀଙ୍କୁ ଉଦ୍ଧାର କଲା ମର୍କତନଗର ପୁଲିସ

The Sakala Picture
Published On

କଟକ : ପୁଣି ଏକ ହୋଟେଲରୁ ସେକ୍ସ ରାକେଟ ଠାବ କରିଛି ପୁଲିସ। କଟକର ମର୍କତନଗର ପୁଲିସ ଏକ ଓୟୋ ହୋଟେଲରେ ଚାଲିଥିଲା ସେକ୍ସ ରାକେଟକୁ ଠାବ କରିଛି। ପୁଲିସ ଅଚାନକ ଚଢଉ କରି ୨ ଜଣ ଗ୍ରାହକଙ୍କ  ଅଟକ ରଖିବା ସହ ୨ ଯୁବତୀଙ୍କୁ ଉଦ୍ଧାର କରିଛି। ସୂଚନା ଅନୁସାରେ କଟକ ମର୍କତନଗର ଅଞ୍ଚଳରେ ଥିବା ଆୟୁଷ ପ୍ୟାଲେସ ନାମକ ଏକ ଓୟୋ ହୋଟେଲରେ ଦୀର୍ଘଦିନ ଧରି ସେକ୍ସ ରାକେଟ ଚାଲିଥିବା ସୂଚନା ମିଳିଥିଲା। ଏହାପରେ […]

କଟକ : ପୁଣି ଏକ ହୋଟେଲରୁ ସେକ୍ସ ରାକେଟ ଠାବ କରିଛି ପୁଲିସ। କଟକର ମର୍କତନଗର ପୁଲିସ ଏକ ଓୟୋ ହୋଟେଲରେ ଚାଲିଥିଲା ସେକ୍ସ ରାକେଟକୁ ଠାବ କରିଛି। ପୁଲିସ ଅଚାନକ ଚଢଉ କରି ୨ ଜଣ ଗ୍ରାହକଙ୍କ  ଅଟକ ରଖିବା ସହ ୨ ଯୁବତୀଙ୍କୁ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ସୂଚନା ଅନୁସାରେ କଟକ ମର୍କତନଗର ଅଞ୍ଚଳରେ ଥିବା ଆୟୁଷ ପ୍ୟାଲେସ ନାମକ ଏକ ଓୟୋ ହୋଟେଲରେ ଦୀର୍ଘଦିନ ଧରି ସେକ୍ସ ରାକେଟ ଚାଲିଥିବା ସୂଚନା ମିଳିଥିଲା। ଏହାପରେ ମର୍କତନଗର ଥାନା ପୁଲିସ ଆଜି ଅଚାନକ ଆୟୁଷ ପ୍ୟାଲେସରେ ରେଡ୍‌ କରିଥିଲା। ଚଢାଉ ସମୟରେ ପୁଲିସ ୨ ଜଣ ଗ୍ରାହକଙ୍କୁ ଅଟକ ରଖିବା ସହ ୨ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର