ପୁରୀ ଜିଲ୍ଲାରେ ଆରମ୍ଭ ହେଲା ସେରୋସର୍ଭେ

The Sakala Picture
Published On

ପୁରୀ : ପୁରୀ ଜିଲ୍ଲାରେ ଶୁକ୍ରବାରଠାରୁ ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ଆରମ୍ଭ ହୋଇଛି। ଏହା ତିନିଦିନ ଧରି ଚାଲିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (ଆରଏମଆରସି) ପକ୍ଷରୁ ଏହି ସର୍ଭେ କରାଯାଉଛି । କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସର୍ଭେକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି । ରାଜ୍ୟର ପୁରୀ ସମେତ ୧୨ଟି ଜିଲ୍ଲାରେ ଏଥିନିମନ୍ତେ ବିଭିନ୍ନ ବୟସ ସୀମାର ବ୍ୟକ୍ତିବିଶେଷ ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ନମୁନା […]

ପୁରୀ : ପୁରୀ ଜିଲ୍ଲାରେ ଶୁକ୍ରବାରଠାରୁ ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ଆରମ୍ଭ ହୋଇଛି। ଏହା ତିନିଦିନ ଧରି ଚାଲିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (ଆରଏମଆରସି) ପକ୍ଷରୁ ଏହି ସର୍ଭେ କରାଯାଉଛି । କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସର୍ଭେକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି । ରାଜ୍ୟର ପୁରୀ ସମେତ ୧୨ଟି ଜିଲ୍ଲାରେ ଏଥିନିମନ୍ତେ ବିଭିନ୍ନ ବୟସ ସୀମାର ବ୍ୟକ୍ତିବିଶେଷ ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ନମୁନା ସଂଗ୍ରହ କରାଯିବ ।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି

ଶୁକ୍ରବାର ପୁରୀ ପୌରସଂସ୍ଥାର ୮, ୨୦ ଓ ୨୯ ନମ୍ବର ୱାର୍ଡ, ଶନିବାର କୃଷ୍ଣପ୍ରସାଦର ସାତପଡା, ବ୍ରହ୍ମଗିରିର କପିଳେଶ୍ବପୁର, ସତ୍ୟବାଦୀର ବଳପୁର ଓ ଗୋପର ଏରବଙ୍ଗ ଏବଂ ରବିବାର କାକଟପ୍ରୁର ସୁହାନପୁର, ଡେଲାଙ୍ଗର ବେରବୋଇ ଏବଂ ନିମାପଡାର ବଡମାଛପୁର ପଞ୍ଚାୟତରେ ଏହି ସର୍ଭେ କରାଯିବ । ଏଥିନିମନ୍ତେ ବିଭିନ୍ନ ବୟସ ସୀମାରୁ ୪୦୦ ଜଣ ଏବଂ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ନମୁନା ସଂଗ୍ରହ କରାଯିବ । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିରଜା ଶଙ୍କର ରଥ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି । ଆରଏମଆରସି ପକ୍ଷରୁ ଡଃ ଦେବବ୍ରତ ଆଚାର୍ୟ୍ୟ, ଡଃ ଶ୍ରୀକାନ୍ତ କାନୁନଗୋ ଓ ଡଃ ହରିରାମ ଚୌଧୁରୀ ପ୍ରମୁଖ ସାମିଲ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆଶା ସଂଯୋଜକ ଅଶୋକ କୁମାର ସାହୁ, ଏପିଏମ୍ ସନ୍ତୋଷ କୁମାର ମିଶ୍ର ଓ ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ସାମିଲ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ନିଜ ଜନ୍ମମାଟିରେ ୬୮ତମ ଜନ୍ମଦିନ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍

03 Sep 2021 By The Sakala

ପୁରୀ ଜିଲ୍ଲାରେ ଆରମ୍ଭ ହେଲା ସେରୋସର୍ଭେ

ପୁରୀ : ପୁରୀ ଜିଲ୍ଲାରେ ଶୁକ୍ରବାରଠାରୁ ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ଆରମ୍ଭ ହୋଇଛି। ଏହା ତିନିଦିନ ଧରି ଚାଲିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (ଆରଏମଆରସି) ପକ୍ଷରୁ ଏହି ସର୍ଭେ କରାଯାଉଛି । କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସର୍ଭେକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି । ରାଜ୍ୟର ପୁରୀ ସମେତ ୧୨ଟି ଜିଲ୍ଲାରେ ଏଥିନିମନ୍ତେ ବିଭିନ୍ନ ବୟସ ସୀମାର ବ୍ୟକ୍ତିବିଶେଷ ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ନମୁନା ସଂଗ୍ରହ କରାଯିବ ।

ଶୁକ୍ରବାର ପୁରୀ ପୌରସଂସ୍ଥାର ୮, ୨୦ ଓ ୨୯ ନମ୍ବର ୱାର୍ଡ, ଶନିବାର କୃଷ୍ଣପ୍ରସାଦର ସାତପଡା, ବ୍ରହ୍ମଗିରିର କପିଳେଶ୍ବପୁର, ସତ୍ୟବାଦୀର ବଳପୁର ଓ ଗୋପର ଏରବଙ୍ଗ ଏବଂ ରବିବାର କାକଟପ୍ରୁର ସୁହାନପୁର, ଡେଲାଙ୍ଗର ବେରବୋଇ ଏବଂ ନିମାପଡାର ବଡମାଛପୁର ପଞ୍ଚାୟତରେ ଏହି ସର୍ଭେ କରାଯିବ । ଏଥିନିମନ୍ତେ ବିଭିନ୍ନ ବୟସ ସୀମାରୁ ୪୦୦ ଜଣ ଏବଂ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ନମୁନା ସଂଗ୍ରହ କରାଯିବ । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିରଜା ଶଙ୍କର ରଥ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି । ଆରଏମଆରସି ପକ୍ଷରୁ ଡଃ ଦେବବ୍ରତ ଆଚାର୍ୟ୍ୟ, ଡଃ ଶ୍ରୀକାନ୍ତ କାନୁନଗୋ ଓ ଡଃ ହରିରାମ ଚୌଧୁରୀ ପ୍ରମୁଖ ସାମିଲ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆଶା ସଂଯୋଜକ ଅଶୋକ କୁମାର ସାହୁ, ଏପିଏମ୍ ସନ୍ତୋଷ କୁମାର ମିଶ୍ର ଓ ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ସାମିଲ ରହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର