ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଚନ୍ଦକାରେ ଚାଞ୍ଚଲ୍ୟ; ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ, ଅଧାଦେହ ମାଟି ତଳେ, ଅଧା ମାଟି ଉପରେ...

Deviprasad Mohanty Picture
Published On

ଭୁବନେଶ୍ବର: ଚନ୍ଦକା ଜଙ୍ଗଳରୁ ମିଳିଲା ନର କଙ୍କାଳ I କଙ୍କାଳ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ I ମୁଣ୍ଡ, ଖପୁରି, ମାଢି, ଜଙ୍ଘହାଡ଼ ଆଦି ଏଣେ ତେଣେ  ଛିଟକି ପଡ଼ିଥିବା ଦେଖିବାକୁ ମିଳିଛିI ଖବର ପାଇଁ ସ୍ଥାନୀୟ ପୁଲିସ ଓ ଫରେଷ୍ଟ ଡିପାର୍ଟମେଣ୍ଟ ପହଞ୍ଚି ତଦନ୍ତ ଚଳାଇଛନ୍ତି I  ଅଧାଦେହ ମାଟି ତଳେ ପୋତା ଯାଇଥିବା ବେଳେ, ଅଧା ମାଟି ଉପରେ ରହିଛିI
କୁହା ଯାଉଛି ଯେ, ସେ ଅଞ୍ଚଳରୁ ମାସେ ତଳୁ ଜଣେ ବ୍ୟକ୍ତି  ନିଖୋଜ ଥିଲେ I କିନ୍ତୁ ପ୍ରଶ୍ନ ଉଠୁଛି, ସେ ବ୍ୟକ୍ତିଙ୍କୁ କିଏ ଓ କାହିଁକି ମାଟିରେ ପୋତିଲା ? ହତ୍ୟାକାଣ୍ଡ ସନ୍ଦେହ କରିବା ସହ ସାଇଣ୍ଟିଫିକ ଟିମକୁ ଅପେକ୍ଷା କରି ତଦନ୍ତ ଚଳାଇଛି ପୁଲିସ।

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

31 Oct 2025 By Deviprasad Mohanty

ଚନ୍ଦକାରେ ଚାଞ୍ଚଲ୍ୟ; ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ, ଅଧାଦେହ ମାଟି ତଳେ, ଅଧା ମାଟି ଉପରେ...

ଭୁବନେଶ୍ବର: ଚନ୍ଦକା ଜଙ୍ଗଳରୁ ମିଳିଲା ନର କଙ୍କାଳ I କଙ୍କାଳ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ I ମୁଣ୍ଡ, ଖପୁରି, ମାଢି, ଜଙ୍ଘହାଡ଼ ଆଦି ଏଣେ ତେଣେ  ଛିଟକି ପଡ଼ିଥିବା ଦେଖିବାକୁ ମିଳିଛିI ଖବର ପାଇଁ ସ୍ଥାନୀୟ ପୁଲିସ ଓ ଫରେଷ୍ଟ ଡିପାର୍ଟମେଣ୍ଟ ପହଞ୍ଚି ତଦନ୍ତ ଚଳାଇଛନ୍ତି I  ଅଧାଦେହ ମାଟି ତଳେ ପୋତା ଯାଇଥିବା ବେଳେ, ଅଧା ମାଟି ଉପରେ ରହିଛିI
କୁହା ଯାଉଛି ଯେ, ସେ ଅଞ୍ଚଳରୁ ମାସେ ତଳୁ ଜଣେ ବ୍ୟକ୍ତି  ନିଖୋଜ ଥିଲେ I କିନ୍ତୁ ପ୍ରଶ୍ନ ଉଠୁଛି, ସେ ବ୍ୟକ୍ତିଙ୍କୁ କିଏ ଓ କାହିଁକି ମାଟିରେ ପୋତିଲା ? ହତ୍ୟାକାଣ୍ଡ ସନ୍ଦେହ କରିବା ସହ ସାଇଣ୍ଟିଫିକ ଟିମକୁ ଅପେକ୍ଷା କରି ତଦନ୍ତ ଚଳାଇଛି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର