RI ପରୀକ୍ଷାରେ ସର୍ଭର ଡାଉନ ଅଭିଯୋଗ, ଘଣ୍ଟାଏ ବିଳମ୍ବରେ ପ୍ରବେଶ କଲେ ଛାତ୍ରଛାତ୍ରୀ

Deviprasad Mohanty Picture
Published On

ଭୁବନେଶ୍ବର: RI ପରୀକ୍ଷାରେ ସର୍ଭର ଡାଉନ ଅଭିଯୋଗ ହୋଇଛି। ସର୍ଭର ଡାଉନ ପାଇଁ ପ୍ରାୟ ଏକ ଘଣ୍ଟ ବିଳମ୍ବରେ ଛାତ୍ରଛାତ୍ରୀ ସେଣ୍ଟରକୁ ଯାଇଥିବା ଜଣାପଡ଼ିଛି। ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, ୮.୪୫ରେ ଭିତରକୁ ଯାଇଥିଲେ ଛାତ୍ରଛାତ୍ରୀ। ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଅଭିଯୋଗ ହୋଇଛି। ବ୍ରହ୍ମପୁର, କାକଟପୁର ଘରୋଇ ପରୀକ୍ଷା ସେଣ୍ଟରରେ ସମସ୍ୟା ଦେଖାଯାଇଛି। ନୟାପଲ୍ଲୀ, ମଞ୍ଚେଶ୍ୱର,ପଟିଆ ଆଦି ସ୍ଥାନରେ ଥିବା ପରୀକ୍ଷା କେନ୍ଦ୍ରରେ ସମସ୍ୟା ରହିଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର