ଚାଷୀଙ୍କ ଧାନ କିଣିବା ପାଇଁ କେନ୍ଦ୍ର ସରକାର ଇଛୁକ ନୁହନ୍ତି, ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି- ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

The Sakala Picture
Published On

ଭୁବନେଶ୍ୱର: ଧାନମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବୁଧବାର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ ଧାନ କିଣିବା ପାଇଁ କେନ୍ଦ୍ର ସରକାର ଇଛୁକ ନୁହନ୍ତି। ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଦିଲ୍ଲୀରେ ଆମ ପଇସା ଦିଅନ୍ତୁ ବୋଲି କାହିଁକି କହୁନାହାନ୍ତି। ଚାଷୀ କୂଳ ଏମାନଙ୍କୁ ପୂରା ଦେଶରେ ଛି କରିଦେଇଛନ୍ତି ବୋଲି କହିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଜନତା ପାର୍ଟିଙ୍କ ସହ ଚାଷୀ ରହିବେନି। ଚାଷୀଙ୍କ ପେଟକୁ ଲାତ ମାରିଛନ୍ତି ଏମାନେ। […]

ଭୁବନେଶ୍ୱର: ଧାନମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବୁଧବାର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ ଧାନ କିଣିବା ପାଇଁ କେନ୍ଦ୍ର ସରକାର ଇଛୁକ ନୁହନ୍ତି। ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଦିଲ୍ଲୀରେ ଆମ ପଇସା ଦିଅନ୍ତୁ ବୋଲି କାହିଁକି କହୁନାହାନ୍ତି। ଚାଷୀ କୂଳ ଏମାନଙ୍କୁ ପୂରା ଦେଶରେ ଛି କରିଦେଇଛନ୍ତି ବୋଲି କହିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଜନତା ପାର୍ଟିଙ୍କ ସହ ଚାଷୀ ରହିବେନି। ଚାଷୀଙ୍କ ପେଟକୁ ଲାତ ମାରିଛନ୍ତି ଏମାନେ। ଏବେ ସୁଦ୍ଧା ୧୯ ହଜାର କୋଟି ଟଙ୍କାର ଧାନ କିଣାଯାଇଛି। ସେପଟେ ସୁବାସ ପାଣିଗ୍ରାହୀ ତାଙ୍କ ନିଜର ଟିଆରପି ବଢେଇବା ପାଇଁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି। ଆମେ ଦାବି କରୁଛୁ ସେ କ୍ଷମା ମାଗନ୍ତୁ। ରାଜ୍ୟପାଳ ସଂସ୍ଥାର ମୁରବୀ, ପବିତ୍ର ଗୃହର ମର୍ଯ୍ଯାଦା କ୍ଷୁଣ୍ଣ କରିଛନ୍ତି ତେଣୁ ରାଜ୍ୟପାଳଙ୍କୁ ଜଣେଇଛୁ। ଏଯାବତ ୬୧ ଲକ୍ଷ ଟନ ଧାନ ଉଠେଇଛୁ। ବିଜେପି କଂଗ୍ରେସ ଯାହା କରୁଛନ୍ତି ଭୁଲ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

17 Mar 2021 By The Sakala

ଚାଷୀଙ୍କ ଧାନ କିଣିବା ପାଇଁ କେନ୍ଦ୍ର ସରକାର ଇଛୁକ ନୁହନ୍ତି, ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି- ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଭୁବନେଶ୍ୱର: ଧାନମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବୁଧବାର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ ଧାନ କିଣିବା ପାଇଁ କେନ୍ଦ୍ର ସରକାର ଇଛୁକ ନୁହନ୍ତି। ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଦିଲ୍ଲୀରେ ଆମ ପଇସା ଦିଅନ୍ତୁ ବୋଲି କାହିଁକି କହୁନାହାନ୍ତି। ଚାଷୀ କୂଳ ଏମାନଙ୍କୁ ପୂରା ଦେଶରେ ଛି କରିଦେଇଛନ୍ତି ବୋଲି କହିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଜନତା ପାର୍ଟିଙ୍କ ସହ ଚାଷୀ ରହିବେନି। ଚାଷୀଙ୍କ ପେଟକୁ ଲାତ ମାରିଛନ୍ତି ଏମାନେ। ଏବେ ସୁଦ୍ଧା ୧୯ ହଜାର କୋଟି ଟଙ୍କାର ଧାନ କିଣାଯାଇଛି। ସେପଟେ ସୁବାସ ପାଣିଗ୍ରାହୀ ତାଙ୍କ ନିଜର ଟିଆରପି ବଢେଇବା ପାଇଁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି। ଆମେ ଦାବି କରୁଛୁ ସେ କ୍ଷମା ମାଗନ୍ତୁ। ରାଜ୍ୟପାଳ ସଂସ୍ଥାର ମୁରବୀ, ପବିତ୍ର ଗୃହର ମର୍ଯ୍ଯାଦା କ୍ଷୁଣ୍ଣ କରିଛନ୍ତି ତେଣୁ ରାଜ୍ୟପାଳଙ୍କୁ ଜଣେଇଛୁ। ଏଯାବତ ୬୧ ଲକ୍ଷ ଟନ ଧାନ ଉଠେଇଛୁ। ବିଜେପି କଂଗ୍ରେସ ଯାହା କରୁଛନ୍ତି ଭୁଲ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର