ପ୍ରସ୍ତୁତ ହେବ ଚାପ; ଆଜି ନରେନ୍ଦ୍ର ପୁଷ୍କରିଣୀରୁ ଉଠିଲା ଡଙ୍ଗା

The Sakala Picture
Published On

ପୁରୀ: ଆସନ୍ତା ମେ ୩ ତାରିଖ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏହି ପବିତ୍ର ତିଥିରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅରମ୍ଭ ହୋଇଥାଏ। ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମହାପ୍ରଭୁ। ଏଥି ପାଇଁ ଚାପ ପ୍ରସ୍ତୁତି ଆରମ୍ଭ ହୋଇଛି। ଚୈତ୍ର ପୂର୍ଣ୍ଣିମା ଅବସରରେ ଶନିବାର ନରେନ୍ଦ୍ର ପୁଷ୍କରିଣୀରୁ ଭୋଇ ସେବକଙ୍କ ଦ୍ବାରା ଡଙ୍ଗା କଢା ଯାଇଛି। ଆଜି ୫ଟି ଡଙ୍ଗା କାଢାଯଇଛି। ୨ଟି […]

ପୁରୀ: ଆସନ୍ତା ମେ ୩ ତାରିଖ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏହି ପବିତ୍ର ତିଥିରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅରମ୍ଭ ହୋଇଥାଏ। ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମହାପ୍ରଭୁ। ଏଥି ପାଇଁ ଚାପ ପ୍ରସ୍ତୁତି ଆରମ୍ଭ ହୋଇଛି। ଚୈତ୍ର ପୂର୍ଣ୍ଣିମା ଅବସରରେ ଶନିବାର ନରେନ୍ଦ୍ର ପୁଷ୍କରିଣୀରୁ ଭୋଇ ସେବକଙ୍କ ଦ୍ବାରା ଡଙ୍ଗା କଢା ଯାଇଛି। ଆଜି ୫ଟି ଡଙ୍ଗା କାଢାଯଇଛି। ୨ଟି ଲେଖାଏଁ ଡଙ୍ଗାକୁ ଯୋଡା ଯାଇ ଗୋଟିଏ ଲେଖାଏଁ ଚାପ ପ୍ରସ୍ତୁତ କରାଯିବ। ଏହାପରେ ଆବଶ୍ୟକ ମରାମତି ଓ ରଙ୍ଗ ଦିଆଯାଇ ନନ୍ଦା ଓ ଭଦ୍ରା ଚାପ ତିଆରି କରାଯିବ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର