ରଥଯାତ୍ରା ପାଇଁ ପୁରୀକୁ ବାହାର ଲୋକଙ୍କ ପ୍ରବେଶ ମନା

The Sakala Picture
Published On

ପୁରୀ: ଆସନ୍ତା ଜୁଲାଇ ୧୨ତାରିଖରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଓ ସମ୍ପୂର୍ଣ କୋଭିଡ କଟକଣା ମଧ୍ୟରେ ଘୋଷଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି।  ଇତିମଧ୍ୟରେ ସ୍ନାନ ଯାତ୍ରା ସରିଥିବା ବେଳେ ରଥଖଳାରେ ତିନିରଥ ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି। ତେବେ ଚଳିତବର୍ଷ ରଥଯାତ୍ରାରେ ପୁରୀ ବାହାରର କୌଣସି ଲୋକ ଯେପରି ସହରକୁ ପ୍ରବେଶ କରି ନ ପାରିବେ […]

ପୁରୀ: ଆସନ୍ତା ଜୁଲାଇ ୧୨ତାରିଖରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଓ ସମ୍ପୂର୍ଣ କୋଭିଡ କଟକଣା ମଧ୍ୟରେ ଘୋଷଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି।  ଇତିମଧ୍ୟରେ ସ୍ନାନ ଯାତ୍ରା ସରିଥିବା ବେଳେ ରଥଖଳାରେ ତିନିରଥ ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି। ତେବେ ଚଳିତବର୍ଷ ରଥଯାତ୍ରାରେ ପୁରୀ ବାହାରର କୌଣସି ଲୋକ ଯେପରି ସହରକୁ ପ୍ରବେଶ କରି ନ ପାରିବେ ସେଥିପାଇଁ ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ପୁରୀକୁ ଓ ପୁରୀରୁ କୌଣସି ବସ ଓ ଟ୍ରେନ ଚଳାଚଳ କରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ପଡିଲେ ପୁରୀରେ ଥିବା ସମସ୍ତ ହୋଟେଲ, ଲଜିଂ ଓ ଧର୍ମଶାଳାକୁ ବନ୍ଦ ରଖାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

28 Jun 2021 By The Sakala

ରଥଯାତ୍ରା ପାଇଁ ପୁରୀକୁ ବାହାର ଲୋକଙ୍କ ପ୍ରବେଶ ମନା

ପୁରୀ: ଆସନ୍ତା ଜୁଲାଇ ୧୨ତାରିଖରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଓ ସମ୍ପୂର୍ଣ କୋଭିଡ କଟକଣା ମଧ୍ୟରେ ଘୋଷଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି।  ଇତିମଧ୍ୟରେ ସ୍ନାନ ଯାତ୍ରା ସରିଥିବା ବେଳେ ରଥଖଳାରେ ତିନିରଥ ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି। ତେବେ ଚଳିତବର୍ଷ ରଥଯାତ୍ରାରେ ପୁରୀ ବାହାରର କୌଣସି ଲୋକ ଯେପରି ସହରକୁ ପ୍ରବେଶ କରି ନ ପାରିବେ ସେଥିପାଇଁ ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ପୁରୀକୁ ଓ ପୁରୀରୁ କୌଣସି ବସ ଓ ଟ୍ରେନ ଚଳାଚଳ କରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ପଡିଲେ ପୁରୀରେ ଥିବା ସମସ୍ତ ହୋଟେଲ, ଲଜିଂ ଓ ଧର୍ମଶାଳାକୁ ବନ୍ଦ ରଖାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର