ପୁରୀ କହିଲେ ଜଗନ୍ନାଥ ପୁରୀକୁ ହିଁ ବୁଝାଏ, ଏହାର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ – ଆଦି ଗୁରୁ ଶଙ୍କରାଚାର୍ଯ୍ୟ

The Sakala Picture
Published On

ପୁରୀ: ଶ୍ରୀକ୍ଷେତ୍ର ପୁରୀର ନାମ ପରିବର୍ତ୍ତନ କରିବାକୁ ନେଇ ବିବାଦ ଏବେ ମୁଣ୍ଡ ଟେକିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥ ଧାମ ପୁରୀ କରିବା ପାଇଁ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏଭଳି ଏକ ଦାବିକୁ ଯଥାର୍ଥ ନୁହେଁ ବୋଲି ମତପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଠଳାନନ୍ଦ ସରସ୍ୱତୀ । ପୁରୀ କହିଲେ ଜଗନ୍ନାଥ ପୁରୀ କୁ ବୁଝାଏ, ତେଣୁ ଏହାକୁ ପରିବର୍ତନ କରିବା ଆବଶ୍ୟକ ନାହିଁ ବୋଲି […]

ପୁରୀ: ଶ୍ରୀକ୍ଷେତ୍ର ପୁରୀର ନାମ ପରିବର୍ତ୍ତନ କରିବାକୁ ନେଇ ବିବାଦ ଏବେ ମୁଣ୍ଡ ଟେକିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥ ଧାମ ପୁରୀ କରିବା ପାଇଁ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏଭଳି ଏକ ଦାବିକୁ ଯଥାର୍ଥ ନୁହେଁ ବୋଲି ମତପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଠଳାନନ୍ଦ ସରସ୍ୱତୀ । ପୁରୀ କହିଲେ ଜଗନ୍ନାଥ ପୁରୀ କୁ ବୁଝାଏ, ତେଣୁ ଏହାକୁ ପରିବର୍ତନ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

ତେଣୁ ପୁରୀର ନାମ ହିଁ ସଭିଏଁ ଜାଣନ୍ତି । ପୁରୀ କହିଲେ ଜଗନ୍ନାଥ ପୁରୀକୁ ହିଁ ବୁଝାଏ । ଏହାର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆଦି ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ସୁଧୁରୁଛି ଆଇନଶୃଙ୍ଖଳା: ନୂଆ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା

05 Nov 2021 By The Sakala

ପୁରୀ କହିଲେ ଜଗନ୍ନାଥ ପୁରୀକୁ ହିଁ ବୁଝାଏ, ଏହାର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ – ଆଦି ଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ନାମ ପରିବର୍ତ୍ତନ କରିବାକୁ ନେଇ ବିବାଦ ଏବେ ମୁଣ୍ଡ ଟେକିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥ ଧାମ ପୁରୀ କରିବା ପାଇଁ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏଭଳି ଏକ ଦାବିକୁ ଯଥାର୍ଥ ନୁହେଁ ବୋଲି ମତପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଠଳାନନ୍ଦ ସରସ୍ୱତୀ । ପୁରୀ କହିଲେ ଜଗନ୍ନାଥ ପୁରୀ କୁ ବୁଝାଏ, ତେଣୁ ଏହାକୁ ପରିବର୍ତନ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

ତେଣୁ ପୁରୀର ନାମ ହିଁ ସଭିଏଁ ଜାଣନ୍ତି । ପୁରୀ କହିଲେ ଜଗନ୍ନାଥ ପୁରୀକୁ ହିଁ ବୁଝାଏ । ଏହାର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆଦି ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର