ଦିଲ୍ଲୀରେ ଓଡିଆ ‘RAW’ ଅଧିକାରୀଙ୍କ ଆତ୍ମହତ୍ୟା

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡିଆ ‘RAW’ ଅଧିକାରୀଙ୍କ ଆତ୍ମହତ୍ୟା । ଦଶ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦକ୍ଷିଣ ଦିଲ୍ଲୀର ଲୋଧି ରୋଡ ସ୍ଥିତ ଭାରତର ଆନ୍ତର୍ଜାତିକ ଗୁପ୍ତଚର ସଂସ୍ଥା ‘RAW’ ଅଫିସର ଦଶ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଓଡ଼ିଆ ଅଧିକାରୀଙ୍କ ନାମ ଅନିକେତ କୁମାର ଏବଂ ତାଙ୍କ ଘର କଟକ ବୋଲି ଜଣ ପଡିଛି। ଅଫିସ ଆସିବାର କିଛି ସମୟ ପରେ ହିଁ ସେ ସେଠାରେ ଯାଇ ଡେଇଁ ପଡ଼ିଥିଲେ। ଲୋଧିରୋଡ ପୁଲିସ […]

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡିଆ ‘RAW’ ଅଧିକାରୀଙ୍କ ଆତ୍ମହତ୍ୟା । ଦଶ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦକ୍ଷିଣ ଦିଲ୍ଲୀର ଲୋଧି ରୋଡ ସ୍ଥିତ ଭାରତର ଆନ୍ତର୍ଜାତିକ ଗୁପ୍ତଚର ସଂସ୍ଥା ‘RAW’ ଅଫିସର ଦଶ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଓଡ଼ିଆ ଅଧିକାରୀଙ୍କ ନାମ ଅନିକେତ କୁମାର ଏବଂ ତାଙ୍କ ଘର କଟକ ବୋଲି ଜଣ ପଡିଛି। ଅଫିସ ଆସିବାର କିଛି ସମୟ ପରେ ହିଁ ସେ ସେଠାରେ ଯାଇ ଡେଇଁ ପଡ଼ିଥିଲେ। ଲୋଧିରୋଡ ପୁଲିସ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମାନସିକ ଚାପ ଯୋଗୁଁ ଅନିକେତ ଆତ୍ମ ହତ୍ୟା କରିଥିବା ପୁଲିସର ପ୍ରାଥମିକ ଯାଞ୍ଚରୁ ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

15 Nov 2022 By The Sakala

ଦିଲ୍ଲୀରେ ଓଡିଆ ‘RAW’ ଅଧିକାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡିଆ ‘RAW’ ଅଧିକାରୀଙ୍କ ଆତ୍ମହତ୍ୟା । ଦଶ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦକ୍ଷିଣ ଦିଲ୍ଲୀର ଲୋଧି ରୋଡ ସ୍ଥିତ ଭାରତର ଆନ୍ତର୍ଜାତିକ ଗୁପ୍ତଚର ସଂସ୍ଥା ‘RAW’ ଅଫିସର ଦଶ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଓଡ଼ିଆ ଅଧିକାରୀଙ୍କ ନାମ ଅନିକେତ କୁମାର ଏବଂ ତାଙ୍କ ଘର କଟକ ବୋଲି ଜଣ ପଡିଛି। ଅଫିସ ଆସିବାର କିଛି ସମୟ ପରେ ହିଁ ସେ ସେଠାରେ ଯାଇ ଡେଇଁ ପଡ଼ିଥିଲେ। ଲୋଧିରୋଡ ପୁଲିସ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମାନସିକ ଚାପ ଯୋଗୁଁ ଅନିକେତ ଆତ୍ମ ହତ୍ୟା କରିଥିବା ପୁଲିସର ପ୍ରାଥମିକ ଯାଞ୍ଚରୁ ଜଣା ପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର