ମା’ କୋଳରୁ ଖସି ଭାସିଗଲା ୨୨ ମାସର ଶିଶୁପୁତ୍ର

The Sakala Picture
Published On

ନୟାଗଡ: ଓଡଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଜଗନ୍ନାଥ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଆ ଶାନ୍ତିଲତା ବାରିକ ଦୁଆଣ୍ଟ ନଦୀକୁ ନିଜ ୨୨ ମାସର ଶିଶୁପୁତ୍ରକୁ ନେଇ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ବଶତଃ ପିଲାଟି ମାଆ କୋଳରୁ ଖସିପଡି ଭାସି ଯାଇଥିଲା । ବହୁ ଖୋଜାଖୋଜି ପରେ ୧୦୦ ମିଟର ଏକ ବ୍ରିଜରେ ପିଲାଟିକୁ ଦେଖି ଅଞ୍ଚଳବାସୀ ଉଦ୍ଧାର କରିଥିଲେ ମଧ୍ୟ ଶିଶୁଟି ବଞ୍ଚିପାରି ନ ଥିଲା । ଯାହା ଫଳରେ ସ୍ଥାନୀୟ […]

ନୟାଗଡ: ଓଡଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଜଗନ୍ନାଥ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଆ ଶାନ୍ତିଲତା ବାରିକ ଦୁଆଣ୍ଟ ନଦୀକୁ ନିଜ ୨୨ ମାସର ଶିଶୁପୁତ୍ରକୁ ନେଇ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ବଶତଃ ପିଲାଟି ମାଆ କୋଳରୁ ଖସିପଡି ଭାସି ଯାଇଥିଲା । ବହୁ ଖୋଜାଖୋଜି ପରେ ୧୦୦ ମିଟର ଏକ ବ୍ରିଜରେ ପିଲାଟିକୁ ଦେଖି ଅଞ୍ଚଳବାସୀ ଉଦ୍ଧାର କରିଥିଲେ ମଧ୍ୟ ଶିଶୁଟି ବଞ୍ଚିପାରି ନ ଥିଲା । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ବାତାବରଣ ଖେଳି ଯାଇଛି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

05 Sep 2022 By The Sakala

ମା’ କୋଳରୁ ଖସି ଭାସିଗଲା ୨୨ ମାସର ଶିଶୁପୁତ୍ର

ନୟାଗଡ: ଓଡଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଜଗନ୍ନାଥ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଆ ଶାନ୍ତିଲତା ବାରିକ ଦୁଆଣ୍ଟ ନଦୀକୁ ନିଜ ୨୨ ମାସର ଶିଶୁପୁତ୍ରକୁ ନେଇ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ବଶତଃ ପିଲାଟି ମାଆ କୋଳରୁ ଖସିପଡି ଭାସି ଯାଇଥିଲା । ବହୁ ଖୋଜାଖୋଜି ପରେ ୧୦୦ ମିଟର ଏକ ବ୍ରିଜରେ ପିଲାଟିକୁ ଦେଖି ଅଞ୍ଚଳବାସୀ ଉଦ୍ଧାର କରିଥିଲେ ମଧ୍ୟ ଶିଶୁଟି ବଞ୍ଚିପାରି ନ ଥିଲା । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ବାତାବରଣ ଖେଳି ଯାଇଛି।

https://www.thesakala.in/latest-odisha-news/nayagarh/a-22-month-old-baby-boy-flew-out-river/article-14715
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର