ବେଲପାହାଡ଼ ଫାଟକରେ ଦିନ ଦ୍ଵିପ୍ରହରରେ ଭୁଜାଲି ମାଡ଼; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

Madhusudan Das Picture
Published On

ଝାରସୁଗୁଡା: ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ । ଦିନ ଦ୍ଵିପ୍ରହରରେ ହେଉଛି ହତ୍ୟା । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣେ ମୃତ, ଜଣେ ଗୁରୁତର । ମୃତକ ଜଣକ ରାହୁଲ ମହତ, ଆହତ ଜଣକ ଆକାଶ ସାହୁ ବୋଲି ଜଣା ପଡିଛି l ଉଭୟ ବେଲପାହାଡ଼ ଜୁନାଡିହି କଲେଜ ପଡାର ବୋଲି ଜଣା ପଡ଼ିଛି । ଚାରିଜଣ ଅଜଣା ଯୁବକ ଏକ କାରରେ ଆସି ସଂଘବଦ୍ଧ ହୋଇ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଛନ୍ତି ।ଘଟଣାସ୍ଥଳରେ ଝାରସୁଗୁଡା ଏସପି, ବ୍ରଜରାଜନଗର ଏସଡିପିଓ, ବେଲପାହାଡ଼ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । 

ଆହୁରି ପଢ଼ନ୍ତୁ: ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ

11 May 2026 By Madhusudan Das

ବେଲପାହାଡ଼ ଫାଟକରେ ଦିନ ଦ୍ଵିପ୍ରହରରେ ଭୁଜାଲି ମାଡ଼; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଝାରସୁଗୁଡା: ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ । ଦିନ ଦ୍ଵିପ୍ରହରରେ ହେଉଛି ହତ୍ୟା । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣେ ମୃତ, ଜଣେ ଗୁରୁତର । ମୃତକ ଜଣକ ରାହୁଲ ମହତ, ଆହତ ଜଣକ ଆକାଶ ସାହୁ ବୋଲି ଜଣା ପଡିଛି l ଉଭୟ ବେଲପାହାଡ଼ ଜୁନାଡିହି କଲେଜ ପଡାର ବୋଲି ଜଣା ପଡ଼ିଛି । ଚାରିଜଣ ଅଜଣା ଯୁବକ ଏକ କାରରେ ଆସି ସଂଘବଦ୍ଧ ହୋଇ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଛନ୍ତି ।ଘଟଣାସ୍ଥଳରେ ଝାରସୁଗୁଡା ଏସପି, ବ୍ରଜରାଜନଗର ଏସଡିପିଓ, ବେଲପାହାଡ଼ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର