‘ମୋ ବସ୍’ ସେବା ପାଇଁ କ୍ରୁଟ୍କୁ ମିଳିଲା ଜାତୀୟ ପୁରସ୍କାର

The Sakala Picture
Published On

ଭୁବନେଶ୍ୱର: ‘ମୋ ବସ୍’ ସେବା ପାଇଁ ପୁଣି କ୍ରୁଟ୍ ପୁରସ୍କୃତ ହୋଇଛି । କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଅର୍ବାନ ମୋବିଲିଟି ଇନିସିଏଟିଭ୍ ସମ୍ମିଳନୀରେ କ୍ରୁଟକୁ ପୁରସ୍କୃତ କରାଯାଇଛି । ବିଗତ ଏକ ବର୍ଷରେ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରି କ୍ରୁଟ୍ ଉତ୍କର୍ଷତା ହାସଲ କରିଛି । କୋଭିଡ୍ ମହାମାରୀ ବେଳେ ଏକ ବିପରୀତ ସମୟରେ ମୋ ବସ୍ ଜନସାଧାରଣଙ୍କ ସେବାରେ ଲାଗିଥିଲା । ଏନେଇ ପୁରସ୍କାର ବିତରଣୀ […]

ଭୁବନେଶ୍ୱର: ‘ମୋ ବସ୍’ ସେବା ପାଇଁ ପୁଣି କ୍ରୁଟ୍ ପୁରସ୍କୃତ ହୋଇଛି । କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଅର୍ବାନ ମୋବିଲିଟି ଇନିସିଏଟିଭ୍ ସମ୍ମିଳନୀରେ କ୍ରୁଟକୁ ପୁରସ୍କୃତ କରାଯାଇଛି । ବିଗତ ଏକ ବର୍ଷରେ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରି କ୍ରୁଟ୍ ଉତ୍କର୍ଷତା ହାସଲ କରିଛି । କୋଭିଡ୍ ମହାମାରୀ ବେଳେ ଏକ ବିପରୀତ ସମୟରେ ମୋ ବସ୍ ଜନସାଧାରଣଙ୍କ ସେବାରେ ଲାଗିଥିଲା । ଏନେଇ ପୁରସ୍କାର ବିତରଣୀ ଉତ୍ସବରେ ବିସ୍ତୃତ ତଥ୍ୟ ରଖିଥିଲେ କ୍ରୁଟର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ୫୦,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

କୋଭିଡ୍ ସତ୍ତ୍ୱେ ମୋ ବସ୍ ଦୈନିକ ୧ ଲକ୍ଷରୁ ଅଧିକ ଯାତ୍ରୀଙ୍କ ବିଶ୍ୱାସଭାଜନ ହୋଇ ପାରିଛି । ରାଜ୍ୟର ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ୍ ଅନନ୍ୟ ଭୂମିକା ଗ୍ରହଣ କରିଛି । ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ କ୍ରୁଟର ସେବାକୁ ଆହୁରି ତ୍ୱରାନ୍ୱିତ କରାଯାଉଛି । ସେହିପରି ଆଗାମୀ କିଛିଦିନ ମଧ୍ୟରେ ଇ-ବସ୍, ଇ-ରିକ୍ସା ଲଞ୍ଚ କରିବାକୁ ଯୋଜନା କରି ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ନୀତିକୁ ତୁରନ୍ତ ଆପଣେଇ ପାରିଛି ।

30 Oct 2021 By The Sakala

‘ମୋ ବସ୍’ ସେବା ପାଇଁ କ୍ରୁଟ୍କୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ‘ମୋ ବସ୍’ ସେବା ପାଇଁ ପୁଣି କ୍ରୁଟ୍ ପୁରସ୍କୃତ ହୋଇଛି । କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଅର୍ବାନ ମୋବିଲିଟି ଇନିସିଏଟିଭ୍ ସମ୍ମିଳନୀରେ କ୍ରୁଟକୁ ପୁରସ୍କୃତ କରାଯାଇଛି । ବିଗତ ଏକ ବର୍ଷରେ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରି କ୍ରୁଟ୍ ଉତ୍କର୍ଷତା ହାସଲ କରିଛି । କୋଭିଡ୍ ମହାମାରୀ ବେଳେ ଏକ ବିପରୀତ ସମୟରେ ମୋ ବସ୍ ଜନସାଧାରଣଙ୍କ ସେବାରେ ଲାଗିଥିଲା । ଏନେଇ ପୁରସ୍କାର ବିତରଣୀ ଉତ୍ସବରେ ବିସ୍ତୃତ ତଥ୍ୟ ରଖିଥିଲେ କ୍ରୁଟର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ।

କୋଭିଡ୍ ସତ୍ତ୍ୱେ ମୋ ବସ୍ ଦୈନିକ ୧ ଲକ୍ଷରୁ ଅଧିକ ଯାତ୍ରୀଙ୍କ ବିଶ୍ୱାସଭାଜନ ହୋଇ ପାରିଛି । ରାଜ୍ୟର ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ୍ ଅନନ୍ୟ ଭୂମିକା ଗ୍ରହଣ କରିଛି । ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ କ୍ରୁଟର ସେବାକୁ ଆହୁରି ତ୍ୱରାନ୍ୱିତ କରାଯାଉଛି । ସେହିପରି ଆଗାମୀ କିଛିଦିନ ମଧ୍ୟରେ ଇ-ବସ୍, ଇ-ରିକ୍ସା ଲଞ୍ଚ କରିବାକୁ ଯୋଜନା କରି ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ନୀତିକୁ ତୁରନ୍ତ ଆପଣେଇ ପାରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର