ଚୋରି କରିବାକୁ ଆସିଥିଲା, ଲୋକଙ୍କ ମାଡ଼ରେ ଜୀବନ ଗଲା....

Deviprasad Mohanty Picture
Published On

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଆନ୍ତର୍ଗତ ବିସିପୁର ଗ୍ରାମରେ ଅଭାବନୀୟ। ଘଟଣା। ଚୋରି କରିବାକୁ ଆସିଥିବା ଜଣେ ଲୁଟେରାର ମୃତ୍ୟୁ ଘଟିଛି। ଚୋରକୁ ଧରି ନିର୍ଘାତ ମାଡ଼ ମାରିଥିଲେ ଗ୍ରାମବାସୀ। ଫଳରେ ଜଣେ ଲୁଟେରା ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବିସିପୁର ଗ୍ରାମରେ ରାତିରେ ଗ୍ୟାସ ଟାଙ୍କି ଚୋରି କରିବାକୁ ପଶିଥିଲେ ୨ ଲୁଟେରା। ମୃତକଙ୍କ ନାଁ ଦେଉଳା ଗ୍ରାମର ବାପି କୋହ୍ଲାର ବୋଲି ଜଣାପଡ଼ିଛି। ୧୦ ରୁ ଅଧିକ ଗ୍ରାମବାସୀଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ପୁଲିସ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର