ଭୁବନେଶ୍ୱର-ଝାଡ଼ଖଣ୍ଡ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୮ ଆହତ

The Sakala Picture
Published On

କରଞ୍ଜିଆ: ଭୁବନେଶ୍ୱର ଠାରୁ ଝାଡ଼ଖଣ୍ଡ ଅଞ୍ଚଳ କୁମାରଡୁମୁରିକୁ ଯାଉଥିବା ସାଗର ନାମକ ଏକ ଯାତ୍ରୀବାହୀ ବସ ବୁଧବାର ବିଳମ୍ବିତ ରାତିରେ ଆନନ୍ଦପୁର- ଠାକୁରମୁଣ୍ଡା ରାସ୍ତାର ଚିଆଁ ବେଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ୪ ଜଣ ବାଦାମପାହାଡ଼ ଓ କୁମାରଡୁମୁରି […]

କରଞ୍ଜିଆ: ଭୁବନେଶ୍ୱର ଠାରୁ ଝାଡ଼ଖଣ୍ଡ ଅଞ୍ଚଳ କୁମାରଡୁମୁରିକୁ ଯାଉଥିବା ସାଗର ନାମକ ଏକ ଯାତ୍ରୀବାହୀ ବସ ବୁଧବାର ବିଳମ୍ବିତ ରାତିରେ ଆନନ୍ଦପୁର- ଠାକୁରମୁଣ୍ଡା ରାସ୍ତାର ଚିଆଁ ବେଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ୪ ଜଣ ବାଦାମପାହାଡ଼ ଓ କୁମାରଡୁମୁରି ଅଞ୍ଚଳର ହୋଇଥିବାର ଜଣାପଡିଛି। ଭୁବନେଶ୍ୱରରୁ ଯାତ୍ରୀ ନେଇ ଝାଡ଼ଖଣ୍ଡ କୁମାରଡୁମୁରିକୁ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ବସଟି ରାସ୍ତା କଡ ଗଛରେ ପିଟି ହୋଇ ଓଲଟି ପଡିଥିଲା। ଦୁର୍ଘଟଣାସ୍ଥଳରେ ମହୁଲଡ଼ିହା ଥାନା ପୁଲିସ ପହଞ୍ଚି ଅନୁସନ୍ଧାନ କରିଛି।

17 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର