ମହଙ୍ଗା ପଡ଼ିଲା ଲାଞ୍ଚ, ଭିଜିଲାନ୍ସ ଜାଲରେ ପଡ଼ିଲେ ତହସିଲଦାର

The Sakala Picture
Published On

ମୟୁରଭଞ୍ଜ: ଭିଜିଲାନ୍ସ ଜାଲରେ ତହସିଲଦାର। ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ। ସତ୍ୟ ସୁନ୍ଦର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି। ଖବର ଅନୁଯାୟୀ, ତହସିଲଦାର ସତ୍ୟ ସୁନ୍ଦର ରାଉତ ଚକ୍ରଧର ମାହାନ୍ତଙ୍କ ଠାରୁ ଘରବାଡ଼ି ଜମି ପଟ୍ଟା କରାଇ ଦେବା ବାବଦକୁ ୪୦ ହଜାର ଟଙ୍କା କଥା ହୋଇଥିଲେ। ଆଗରୁ ୨୫ ହଜାର ଟଙ୍କା ନେଇଥିଲେ। ଆଜି ଆଉ […]

ମୟୁରଭଞ୍ଜ: ଭିଜିଲାନ୍ସ ଜାଲରେ ତହସିଲଦାର। ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ। ସତ୍ୟ ସୁନ୍ଦର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଖବର ଅନୁଯାୟୀ, ତହସିଲଦାର ସତ୍ୟ ସୁନ୍ଦର ରାଉତ ଚକ୍ରଧର ମାହାନ୍ତଙ୍କ ଠାରୁ ଘରବାଡ଼ି ଜମି ପଟ୍ଟା କରାଇ ଦେବା ବାବଦକୁ ୪୦ ହଜାର ଟଙ୍କା କଥା ହୋଇଥିଲେ। ଆଗରୁ ୨୫ ହଜାର ଟଙ୍କା ନେଇଥିଲେ। ଆଜି ଆଉ ୧୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସତ୍ୟ ସୁନ୍ଦର। ଅମିନ କମଳ ପାତ୍ରଙ୍କ ଜରିଆରେ ତହସିଲଦାର ଏହି ଲାଞ୍ଚ ଟଙ୍କା ନେଉଥିଲେ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

08 Jul 2022 By The Sakala

ମହଙ୍ଗା ପଡ଼ିଲା ଲାଞ୍ଚ, ଭିଜିଲାନ୍ସ ଜାଲରେ ପଡ଼ିଲେ ତହସିଲଦାର

ମୟୁରଭଞ୍ଜ: ଭିଜିଲାନ୍ସ ଜାଲରେ ତହସିଲଦାର। ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ। ସତ୍ୟ ସୁନ୍ଦର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି।

ଖବର ଅନୁଯାୟୀ, ତହସିଲଦାର ସତ୍ୟ ସୁନ୍ଦର ରାଉତ ଚକ୍ରଧର ମାହାନ୍ତଙ୍କ ଠାରୁ ଘରବାଡ଼ି ଜମି ପଟ୍ଟା କରାଇ ଦେବା ବାବଦକୁ ୪୦ ହଜାର ଟଙ୍କା କଥା ହୋଇଥିଲେ। ଆଗରୁ ୨୫ ହଜାର ଟଙ୍କା ନେଇଥିଲେ। ଆଜି ଆଉ ୧୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସତ୍ୟ ସୁନ୍ଦର। ଅମିନ କମଳ ପାତ୍ରଙ୍କ ଜରିଆରେ ତହସିଲଦାର ଏହି ଲାଞ୍ଚ ଟଙ୍କା ନେଉଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର