ବୋଲେରୋ ଧକ୍କାରେ ଶରୀରରୁ ଅଲଗା ହେଇଗଲା ବାଇକ୍ ଆରୋହୀଙ୍କ ମୁଣ୍ଡ

The Sakala Picture
Published On

କରଞ୍ଜିଆ: ବୋଲେରୋ ଧକାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା  ଆଜି ସନ୍ଧ୍ୟା ସମୟରେ ୨୨୦ ନମ୍ବର ରାଜପଥର ବାମନାଶାଳ ନିକଟରେ ଘଟିଯାଇଛି। ଏକ ବୋଲେରୋ ଗାଡି ବାଇକ ଆରୋହୀକୁ ପଛପଟୁ ଧକା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଯାଇଛି। ବାଇକ ଚାଲାକର ବେକଟି ଶରୀରରୁ ଅଲଗା ହୋଇଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତ ବାଇକ ଆରୋହୀରଙ୍କ ପରିଚୟ ଜଣା ପଡି ନାହିଁ। ବାଇକ ଚାଳକ ଜଣଙ୍କ କରଞ୍ଜିଆରୁ ଯଶିପୁର […]

କରଞ୍ଜିଆ: ବୋଲେରୋ ଧକାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା  ଆଜି ସନ୍ଧ୍ୟା ସମୟରେ ୨୨୦ ନମ୍ବର ରାଜପଥର ବାମନାଶାଳ ନିକଟରେ ଘଟିଯାଇଛି। ଏକ ବୋଲେରୋ ଗାଡି ବାଇକ ଆରୋହୀକୁ ପଛପଟୁ ଧକା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଯାଇଛି। ବାଇକ ଚାଲାକର ବେକଟି ଶରୀରରୁ ଅଲଗା ହୋଇଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତ ବାଇକ ଆରୋହୀରଙ୍କ ପରିଚୟ ଜଣା ପଡି ନାହିଁ। ବାଇକ ଚାଳକ ଜଣଙ୍କ କରଞ୍ଜିଆରୁ ଯଶିପୁର ଆଡକୁ ଯାଉଥିଲେ। ଏହା ସମୟରେ ବୋଲେରୋଟି ପଛରୁ ଧକା ଦେଇଥିଲା। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ବୋଲେରୋ ଚାଳକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର