ନ୍ଯାୟ ନ ମିଳିବାରୁ ଥାନା ଆଗରେ ମହିଳାଙ୍କ ଆତ୍ମହତ୍ଯା ଉଦ୍ଯମ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଲିସ ସଠିକ ତଦନ୍ତ ନ କରିବାରୁ ଜଣେ ଅଭିଯୋଗକାରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । କିରୋସିନି ଢାଳି ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପୁଲିସଠୁ ନ୍ୟାୟ ନ ପାଇ ନିରାଶ ହୋଇ ଏ ପଦକ୍ଷେପ ନେଇଛନ୍ତି ଗଙ୍ଗଲା ପଞ୍ଚାୟତରେ ବାସ କରୁଥିବା ସ୍ବର୍ଗତ ଭଗୁ ହନ୍ତାଳଙ୍କ ସ୍ତ୍ରୀ । ସୂଚନା […]

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଲିସ ସଠିକ ତଦନ୍ତ ନ କରିବାରୁ ଜଣେ ଅଭିଯୋଗକାରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । କିରୋସିନି ଢାଳି ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପୁଲିସଠୁ ନ୍ୟାୟ ନ ପାଇ ନିରାଶ ହୋଇ ଏ ପଦକ୍ଷେପ ନେଇଛନ୍ତି ଗଙ୍ଗଲା ପଞ୍ଚାୟତରେ ବାସ କରୁଥିବା ସ୍ବର୍ଗତ ଭଗୁ ହନ୍ତାଳଙ୍କ ସ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସୂଚନା ଅନୁଯାୟୀ,  ଗତ ୯ ତାରିଖରେ ଭଗୁ ହନ୍ତାଳଙ୍କ ଦଶା କାର୍ଯ୍ଯ ଚାଲିଥିଲା ବେଳେ ତାଙ୍କର କିଛି ଭାଇ ଭଗୁଙ୍କ ପତ୍ନୀ ଓ ଭାଉଜଙ୍କୁ ମାଡ଼ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ କାର୍ଯ୍ଯାନୁଷ୍ଠାନ ନେବା ବଦଳରେ ଅଭିଯୁକ୍ତଙ୍କ ଘରେ ବସି ଚା’ ପିଇଥିଲେ । ଯାହାର ପ୍ରତିବାଦରେ ଆଜି ଥାନା ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଭିଯୋଗକାରୀ ମହିଳା। ତେବେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସାଲୟକୁ ନିଆଯାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

19 May 2022 By The Sakala

ନ୍ଯାୟ ନ ମିଳିବାରୁ ଥାନା ଆଗରେ ମହିଳାଙ୍କ ଆତ୍ମହତ୍ଯା ଉଦ୍ଯମ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଲିସ ସଠିକ ତଦନ୍ତ ନ କରିବାରୁ ଜଣେ ଅଭିଯୋଗକାରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । କିରୋସିନି ଢାଳି ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପୁଲିସଠୁ ନ୍ୟାୟ ନ ପାଇ ନିରାଶ ହୋଇ ଏ ପଦକ୍ଷେପ ନେଇଛନ୍ତି ଗଙ୍ଗଲା ପଞ୍ଚାୟତରେ ବାସ କରୁଥିବା ସ୍ବର୍ଗତ ଭଗୁ ହନ୍ତାଳଙ୍କ ସ୍ତ୍ରୀ ।

ସୂଚନା ଅନୁଯାୟୀ,  ଗତ ୯ ତାରିଖରେ ଭଗୁ ହନ୍ତାଳଙ୍କ ଦଶା କାର୍ଯ୍ଯ ଚାଲିଥିଲା ବେଳେ ତାଙ୍କର କିଛି ଭାଇ ଭଗୁଙ୍କ ପତ୍ନୀ ଓ ଭାଉଜଙ୍କୁ ମାଡ଼ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ କାର୍ଯ୍ଯାନୁଷ୍ଠାନ ନେବା ବଦଳରେ ଅଭିଯୁକ୍ତଙ୍କ ଘରେ ବସି ଚା’ ପିଇଥିଲେ । ଯାହାର ପ୍ରତିବାଦରେ ଆଜି ଥାନା ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଭିଯୋଗକାରୀ ମହିଳା। ତେବେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସାଲୟକୁ ନିଆଯାଇଛି।

https://www.thesakala.in/latest-odisha-news/malkangiri/woman-suicide-attempt-in-front-of-police-station-due-to-lack-of-justice/article-11704
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର