ସୃଷ୍ଟି ହେଲା ଲଘୁଚାପ, ବଢିଲା ବାତ୍ୟା ଭୟ....

Deviprasad Mohanty Picture
Published On

ଭୁବନେଶ୍ବର: ସୃଷ୍ଟି ହେଲା ଲଘୁଚାପ, ବଢିଲା ଭୟ। ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ! ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଆହୁରି ଘନୀଭୂତ ହେବା ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ସମ୍ଭାବ୍ୟ ବାତ୍ୟାର ଗତିପଥ ଏବଂ ଜଡିତ ପବନର ବେଗକୁ ଏବେଠାରୁ ଆକଳନ କରାଯାଇ ନାହିଁI ହେଲେ ୨୫ରେ ଅବପାତର ରୂପ ନେବ ଲଘୁଚାପ । ୨୬ ବେଳକୁ ଗଭୀର ଅଭପାତର ରୂପ ନେବ । ୨୭ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ ବୋଲି ପୂର୍ବାନୁମାନ କରୁଛି ବିଭାଗ। ଏବେ ଧୀରେଧୀରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି। ବଙ୍ଗୋପସାଗରରେ ବଳ ଗୋଟାଉଛି। ବାତ୍ୟା ପାଇଁ  ଅନୁକୂଳ ରହିଛି ପାଗ । ତେବେ ବାତ୍ୟା କେଉଁଠି ମାଡ଼ ହେବ, ସେନେଇ ଏବେ ଠାରୁ କୌଣସି ସଠିକ ସୂଚନା ଦେଇ ନାହିଁ ବିଭାଗ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

24 Oct 2025 By Deviprasad Mohanty

ସୃଷ୍ଟି ହେଲା ଲଘୁଚାପ, ବଢିଲା ବାତ୍ୟା ଭୟ....

ଭୁବନେଶ୍ବର: ସୃଷ୍ଟି ହେଲା ଲଘୁଚାପ, ବଢିଲା ଭୟ। ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ! ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଆହୁରି ଘନୀଭୂତ ହେବା ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ସମ୍ଭାବ୍ୟ ବାତ୍ୟାର ଗତିପଥ ଏବଂ ଜଡିତ ପବନର ବେଗକୁ ଏବେଠାରୁ ଆକଳନ କରାଯାଇ ନାହିଁI ହେଲେ ୨୫ରେ ଅବପାତର ରୂପ ନେବ ଲଘୁଚାପ । ୨୬ ବେଳକୁ ଗଭୀର ଅଭପାତର ରୂପ ନେବ । ୨୭ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ ବୋଲି ପୂର୍ବାନୁମାନ କରୁଛି ବିଭାଗ। ଏବେ ଧୀରେଧୀରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି। ବଙ୍ଗୋପସାଗରରେ ବଳ ଗୋଟାଉଛି। ବାତ୍ୟା ପାଇଁ  ଅନୁକୂଳ ରହିଛି ପାଗ । ତେବେ ବାତ୍ୟା କେଉଁଠି ମାଡ଼ ହେବ, ସେନେଇ ଏବେ ଠାରୁ କୌଣସି ସଠିକ ସୂଚନା ଦେଇ ନାହିଁ ବିଭାଗ ।

https://www.thesakala.in/latest-odisha-news/low-pressure-area-has-formed--increasing-the-fear-of-a-cyclone/article-42803
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର