ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା, ସାମିଲ ହେବେ OUAT ଛାତ୍ର

The Sakala Picture
Published On

ଖୋର୍ଦ୍ଧା: ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା । ଚିଲିକାରେ ମୋଟ ୨୧ ଟି ଟିମ୍ କରିବେ ପକ୍ଷୀ ଗଣନା । ପ୍ରତି ଟିମ୍ ରେ ରହିବେ ୭ ସଦସ୍ୟ  । କମ୍ପାସ, ବାଇନା କୁଲର ଓ ଜିପିଏସ ମାଧ୍ୟ୍ୟମରେ ହେବ ପକ୍ଷୀ ଗଣନା । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ ୃଟା ପର୍ଯ୍ୟନ୍ତ ଚାଲିବ ଗଣନା । ଗଣନା କାର୍ଯ୍ୟରେ ସାମିଲ ହେବେ ଓୟିଏଟି ଛାତ୍ର,ପକ୍ଷୀ ବିଷାରଦ ଓ ବନ୍ୟ ପ୍ରାଣୀ କର୍ମଚାରୀ ।  […]

ଖୋର୍ଦ୍ଧା: ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା । ଚିଲିକାରେ ମୋଟ ୨୧ ଟି ଟିମ୍ କରିବେ ପକ୍ଷୀ ଗଣନା । ପ୍ରତି ଟିମ୍ ରେ ରହିବେ ୭ ସଦସ୍ୟ  । କମ୍ପାସ, ବାଇନା କୁଲର ଓ ଜିପିଏସ ମାଧ୍ୟ୍ୟମରେ ହେବ ପକ୍ଷୀ ଗଣନା । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ ୃଟା ପର୍ଯ୍ୟନ୍ତ ଚାଲିବ ଗଣନା । ଗଣନା କାର୍ଯ୍ୟରେ ସାମିଲ ହେବେ ଓୟିଏଟି ଛାତ୍ର,ପକ୍ଷୀ ବିଷାରଦ ଓ ବନ୍ୟ ପ୍ରାଣୀ କର୍ମଚାରୀ ।  ଏ ନେଇ ଆଜି ବଡକୂଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

03 Jan 2023 By The Sakala

ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା, ସାମିଲ ହେବେ OUAT ଛାତ୍ର

ଖୋର୍ଦ୍ଧା: ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା । ଚିଲିକାରେ ମୋଟ ୨୧ ଟି ଟିମ୍ କରିବେ ପକ୍ଷୀ ଗଣନା । ପ୍ରତି ଟିମ୍ ରେ ରହିବେ ୭ ସଦସ୍ୟ  । କମ୍ପାସ, ବାଇନା କୁଲର ଓ ଜିପିଏସ ମାଧ୍ୟ୍ୟମରେ ହେବ ପକ୍ଷୀ ଗଣନା । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ ୃଟା ପର୍ଯ୍ୟନ୍ତ ଚାଲିବ ଗଣନା । ଗଣନା କାର୍ଯ୍ୟରେ ସାମିଲ ହେବେ ଓୟିଏଟି ଛାତ୍ର,ପକ୍ଷୀ ବିଷାରଦ ଓ ବନ୍ୟ ପ୍ରାଣୀ କର୍ମଚାରୀ ।  ଏ ନେଇ ଆଜି ବଡକୂଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର