ରାସ୍ତା ଉପରେ ଖେଳୁଥିଲେ ୫ ଭାଲୁ ଛୁଆ, ଖବର ପାଇ ଉଦ୍ଧାର କଲା ପିସିଆର

The Sakala Picture
Published On

ଭୁବନେଶ୍ବର: ଖୋର୍ଦ୍ଧା  ପିତାପଲ୍ଲୀ ନିକଟରୁ ୫ଟି ଭାଲୁ ଛୁଆ ଗୁରୁବାର ଉଦ୍ଧାର ହୋଇଛନ୍ତି। ଏହି ୫ ଭାଲୁ ଛୁଆକୁ ସ୍ଥାନୀୟ ଲୋକମାନେ ରାସ୍ତା ଉପରେ ଖେଳୁଥିବାର ଦେଖି ପିସିଆରକୁ ଖବର ଦେଇଥିଲେ। ଚନ୍ଦକା ଥାନାର ପିସିଆର ଖବର ପାଇବାପରେ ଭାଲୁକୁ ଉଦ୍ଧାର କରିଥିବା ଜଣାପଡିଛି। ବହୁ ସମୟ ପରେ ମଧ୍ୟ ସ୍ଥାନୀୟ ଲୋକ ମା’ ଭାଲୁକୁ ଦେଖିବାକୁ ପାଇ ନ ଥିଲେ। ସୂଚନା ଅନୁଯାୟୀ,  ପ୍ରଥମେ ଭାଲୁ ଛୁଆମାନଙ୍କୁ ଓୟୁଏଟି ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନନ୍ଦନକାନନ […]

ଭୁବନେଶ୍ବର: ଖୋର୍ଦ୍ଧା  ପିତାପଲ୍ଲୀ ନିକଟରୁ ୫ଟି ଭାଲୁ ଛୁଆ ଗୁରୁବାର ଉଦ୍ଧାର ହୋଇଛନ୍ତି। ଏହି ୫ ଭାଲୁ ଛୁଆକୁ ସ୍ଥାନୀୟ ଲୋକମାନେ ରାସ୍ତା ଉପରେ ଖେଳୁଥିବାର ଦେଖି ପିସିଆରକୁ ଖବର ଦେଇଥିଲେ। ଚନ୍ଦକା ଥାନାର ପିସିଆର ଖବର ପାଇବାପରେ ଭାଲୁକୁ ଉଦ୍ଧାର କରିଥିବା ଜଣାପଡିଛି। ବହୁ ସମୟ ପରେ ମଧ୍ୟ ସ୍ଥାନୀୟ ଲୋକ ମା’ ଭାଲୁକୁ ଦେଖିବାକୁ ପାଇ ନ ଥିଲେ।

ସୂଚନା ଅନୁଯାୟୀ,  ପ୍ରଥମେ ଭାଲୁ ଛୁଆମାନଙ୍କୁ ଓୟୁଏଟି ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନନ୍ଦନକାନନ ନିଆଯିବ ବୋଲି ସୂଚନା ମିଳିଛି। ତେବେ ଏହି ଭାଲୁ ଛୁଆ କେଉଁ ଅଞ୍ଚଳରୁ ଆସିଛନ୍ତି ତାହା ଜଣାପଡ଼ିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର