ଭିଜିଲାନ୍ସ ଜାଲରେ ମାନେଶ୍ୱର ବ୍ଳକର କନିଷ୍ଠ ଯନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ତେବେ ଏଥର ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ମ୍ୟାଡାମ । ମାନେଶ୍ୱର ବ୍ଳକରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ପ୍ରଣତି ସାହୁଙ୍କୁ ଭିଜିଲାନ୍ସ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଛି। ସୂଚନା ଅନୁଯାୟୀ, ମାନେଶ୍ୱର ବ୍ଲକର ବଦୁଆପାଲି ଠାରେ ଏକ ରାସ୍ତା କାମକୁ ନେଇ କନିଷ୍ଠ ଯନ୍ତ୍ରୀ ଜଣକ ବଦୁଆପାଲିର ଗ୍ରାମସାଥି ଦୟାନିଧି ଭୋଇଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ। ତେଣେ […]

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ତେବେ ଏଥର ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ମ୍ୟାଡାମ । ମାନେଶ୍ୱର ବ୍ଳକରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ପ୍ରଣତି ସାହୁଙ୍କୁ ଭିଜିଲାନ୍ସ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନା ଅନୁଯାୟୀ, ମାନେଶ୍ୱର ବ୍ଲକର ବଦୁଆପାଲି ଠାରେ ଏକ ରାସ୍ତା କାମକୁ ନେଇ କନିଷ୍ଠ ଯନ୍ତ୍ରୀ ଜଣକ ବଦୁଆପାଲିର ଗ୍ରାମସାଥି ଦୟାନିଧି ଭୋଇଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ। ତେଣେ ଲାଞ୍ଚ ବାବଦକୁ ଆଜି ୧୦ ହଜାର ଟଙ୍କା ବଦୁଆପାଲି ଠାରେ ବଦୁଆପାଲି ଗ୍ରାମପଞ୍ଚାୟତର ଗ୍ରାମସାଥିଙ୍କ ଠାରୁ ନେଉଥିବା ସମୟରେ ଭିଜିଲାନ୍ସ କନିଷ୍ଠଯନ୍ତ୍ରୀଙ୍କୁ ଧରିଥିଲା। ଏହାସହ ସମ୍ବଲପୁର ଭିଜିଲାନ୍ସ ଏନେଇ ଅଧିକ ତଦନ୍ତ ଜାରିରଖିଛି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର