ଓଲଟିଲା ଟ୍ରକ, ଘଟଣା ସ୍ଥଳରେ ଡ୍ରାଇଭର ମୃତ

The Sakala Picture
Published On

ତେଲକୋଇ : ଜାତୀୟ ରାଜପଥରେ ଓଲଟିଲା ଟ୍ରକ, ଡ୍ରାଇଭର ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଳ ଗାଁ କାଳିମନ୍ଦୀର ନିକଟ ୪୯ ନଂମ୍ବର ଜାତୀୟ ରାଜପଥରେ । ଦିନ ପ୍ରାୟ ସାଢେ଼ ୧୨ ସମୟରେ ପାଲ୍ଲଲହଡା ପଟୁ କେନ୍ଦୁଝର ପଟକୁ ଏକ ୧୨ ଚକିଆ ଟ୍ରକ ଓଡ଼ି୦୯ସି୩୧୮୭ ଦୃତଗତିରେ ଆସୁଥିବା ବେଳେ ବିଞ୍ଝବାହାଳ ଗାଁ କାଳିମନ୍ଦୀର ନିକଟରେ ଭାରସ୍ୟାମ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ଘଟଣା […]

ତେଲକୋଇ : ଜାତୀୟ ରାଜପଥରେ ଓଲଟିଲା ଟ୍ରକ, ଡ୍ରାଇଭର ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଳ ଗାଁ କାଳିମନ୍ଦୀର ନିକଟ ୪୯ ନଂମ୍ବର ଜାତୀୟ ରାଜପଥରେ । ଦିନ ପ୍ରାୟ ସାଢେ଼ ୧୨ ସମୟରେ ପାଲ୍ଲଲହଡା ପଟୁ କେନ୍ଦୁଝର ପଟକୁ ଏକ ୧୨ ଚକିଆ ଟ୍ରକ ଓଡ଼ି୦୯ସି୩୧୮୭ ଦୃତଗତିରେ ଆସୁଥିବା ବେଳେ ବିଞ୍ଝବାହାଳ ଗାଁ କାଳିମନ୍ଦୀର ନିକଟରେ ଭାରସ୍ୟାମ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭର ଜଣକ ହେଲେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ଆରିଆ ଗାଁର ସିଦ୍ଧେଶ୍ୱର ବେହେରା(୫୦) ବୋଲି ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ୧୮୬/୨୨ରେ କେସ ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କକୁ ନ ଆସିଲେ, ଜମା ଟଙ୍କା ଦେଇହେବନି କହିଲା ବ୍ୟାଙ୍କ; ମଶାଣିରୁ ଭଉଣୀର ଶବ ଖୋଳି ବ୍ୟାଙ୍କକୁ କାନ୍ଧେଇ ନେଲା ଭାଇ

25 Oct 2022 By The Sakala

ଓଲଟିଲା ଟ୍ରକ, ଘଟଣା ସ୍ଥଳରେ ଡ୍ରାଇଭର ମୃତ

ତେଲକୋଇ : ଜାତୀୟ ରାଜପଥରେ ଓଲଟିଲା ଟ୍ରକ, ଡ୍ରାଇଭର ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଳ ଗାଁ କାଳିମନ୍ଦୀର ନିକଟ ୪୯ ନଂମ୍ବର ଜାତୀୟ ରାଜପଥରେ । ଦିନ ପ୍ରାୟ ସାଢେ଼ ୧୨ ସମୟରେ ପାଲ୍ଲଲହଡା ପଟୁ କେନ୍ଦୁଝର ପଟକୁ ଏକ ୧୨ ଚକିଆ ଟ୍ରକ ଓଡ଼ି୦୯ସି୩୧୮୭ ଦୃତଗତିରେ ଆସୁଥିବା ବେଳେ ବିଞ୍ଝବାହାଳ ଗାଁ କାଳିମନ୍ଦୀର ନିକଟରେ ଭାରସ୍ୟାମ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭର ଜଣକ ହେଲେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ଆରିଆ ଗାଁର ସିଦ୍ଧେଶ୍ୱର ବେହେରା(୫୦) ବୋଲି ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ୧୮୬/୨୨ରେ କେସ ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର