କାଳିମା ପୋଲ ନିକଟରୁ ନରକଙ୍କାଳ ଉଦ୍ଧାର

The Sakala Picture
Published On

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ପଞ୍ଚାୟତ ଅଧିନସ୍ଥ କାଳିମା ଗ୍ରାମ ନିକଟରେ ଥିବା ପୋଲର ଅନତି ଦୂରରେ ଏକ ନରକଙ୍କାଳ ପଡି ରହିଛି। ସ୍ଥାନୀୟ ଲୋକେ ଉକ୍ତ ପୋଲ ନିକଟରେ ରହିଥିବା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଉକ୍ତ ନରକଙ୍କାଳକୁ ଏକ ବୁଦା ଉହାଡରେ ପଡି ରହିଥିବା ଦେଖିବାକୁ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ନରକଙ୍କାଳଟି ସେହି ସ୍ଥାନରେ ପଡି ରହି ଦୁର୍ଗନ୍ଧ ହେଉଥିବା ବେଳେ କୌଣସି ପରିଚୟ ମିଳିପାରିନାହିଁ । ଉକ୍ତ ଲୋକକୁ କେହି […]

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ପଞ୍ଚାୟତ ଅଧିନସ୍ଥ କାଳିମା ଗ୍ରାମ ନିକଟରେ ଥିବା ପୋଲର ଅନତି ଦୂରରେ ଏକ ନରକଙ୍କାଳ ପଡି ରହିଛି। ସ୍ଥାନୀୟ ଲୋକେ ଉକ୍ତ ପୋଲ ନିକଟରେ ରହିଥିବା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଉକ୍ତ ନରକଙ୍କାଳକୁ ଏକ ବୁଦା ଉହାଡରେ ପଡି ରହିଥିବା ଦେଖିବାକୁ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ନରକଙ୍କାଳଟି ସେହି ସ୍ଥାନରେ ପଡି ରହି ଦୁର୍ଗନ୍ଧ ହେଉଥିବା ବେଳେ କୌଣସି ପରିଚୟ ମିଳିପାରିନାହିଁ । ଉକ୍ତ ଲୋକକୁ କେହି ଦୁର୍ବୃତ୍ତ ହତ୍ଯା କରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ଏଠାରେ ସୂଚନାଯୋଗ୍ଯ ଯେ ଚଳିତବର୍ଷ ଜାନୁୟାରୀ ୧ ତାରିଖରେ ଏହି ପୋଲ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

30 Jul 2021 By The Sakala

କାଳିମା ପୋଲ ନିକଟରୁ ନରକଙ୍କାଳ ଉଦ୍ଧାର

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ପଞ୍ଚାୟତ ଅଧିନସ୍ଥ କାଳିମା ଗ୍ରାମ ନିକଟରେ ଥିବା ପୋଲର ଅନତି ଦୂରରେ ଏକ ନରକଙ୍କାଳ ପଡି ରହିଛି। ସ୍ଥାନୀୟ ଲୋକେ ଉକ୍ତ ପୋଲ ନିକଟରେ ରହିଥିବା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଉକ୍ତ ନରକଙ୍କାଳକୁ ଏକ ବୁଦା ଉହାଡରେ ପଡି ରହିଥିବା ଦେଖିବାକୁ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ନରକଙ୍କାଳଟି ସେହି ସ୍ଥାନରେ ପଡି ରହି ଦୁର୍ଗନ୍ଧ ହେଉଥିବା ବେଳେ କୌଣସି ପରିଚୟ ମିଳିପାରିନାହିଁ । ଉକ୍ତ ଲୋକକୁ କେହି ଦୁର୍ବୃତ୍ତ ହତ୍ଯା କରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ଏଠାରେ ସୂଚନାଯୋଗ୍ଯ ଯେ ଚଳିତବର୍ଷ ଜାନୁୟାରୀ ୧ ତାରିଖରେ ଏହି ପୋଲ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର