ଚକଧର ଜଳ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ଡାକରା

The Sakala Picture
Published On

ତେଲକୋଇ: ଚକଧର ଜଳ ପ୍ରକଳ୍ପକୁ ବିରୋଧ କରି ଆଜି ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ଦୋକାନ ବଜାର ସହ ଗାଡ଼ି ମୋଟର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଚକ୍ରଧର ସମନ୍ଵୟ ସମିତିର ସଭାପତି ପ୍ରକାଶ କରିଛନ୍ତି। ଚକ୍ରଧର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବାସହ ବାସଚ୍ୟୁତ ହେବାର ଆଶଙ୍କା କରିି ଲୋକେ ଭୟଭୀତ ହୋଇପଡିଛନ୍ତି। ଦୀର୍ଘ ୪୦ ବର୍ଷ ହେବ ଲୋକେ ଏହାକୁ ବିରୋଧ […]

ତେଲକୋଇ: ଚକଧର ଜଳ ପ୍ରକଳ୍ପକୁ ବିରୋଧ କରି ଆଜି ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ଦୋକାନ ବଜାର ସହ ଗାଡ଼ି ମୋଟର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଚକ୍ରଧର ସମନ୍ଵୟ ସମିତିର ସଭାପତି ପ୍ରକାଶ କରିଛନ୍ତି। ଚକ୍ରଧର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବାସହ ବାସଚ୍ୟୁତ ହେବାର ଆଶଙ୍କା କରିି ଲୋକେ ଭୟଭୀତ ହୋଇପଡିଛନ୍ତି। ଦୀର୍ଘ ୪୦ ବର୍ଷ ହେବ ଲୋକେ ଏହାକୁ ବିରୋଧ କରି ଆସୁଥିବାବେଳେ ଏବେ ପୁଣି ସେହି ପ୍ରକଳ୍ପକୁ ନେଇ ବଜେଟରେ ଅର୍ଥ ମଞ୍ଜୁର ହେବାପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହାକୁ ନେଇ ଅଞ୍ଚଳ ବାସି ଆଜି ବନ୍ଦ ପାଳନ କରିବାସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ତେଲକୋଇ ତହସିଲଦାରଙ୍କ ଜରିଆରେ ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

27 Aug 2024 By The Sakala

ଚକଧର ଜଳ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ଡାକରା

ତେଲକୋଇ: ଚକଧର ଜଳ ପ୍ରକଳ୍ପକୁ ବିରୋଧ କରି ଆଜି ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ଦୋକାନ ବଜାର ସହ ଗାଡ଼ି ମୋଟର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଚକ୍ରଧର ସମନ୍ଵୟ ସମିତିର ସଭାପତି ପ୍ରକାଶ କରିଛନ୍ତି। ଚକ୍ରଧର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବାସହ ବାସଚ୍ୟୁତ ହେବାର ଆଶଙ୍କା କରିି ଲୋକେ ଭୟଭୀତ ହୋଇପଡିଛନ୍ତି। ଦୀର୍ଘ ୪୦ ବର୍ଷ ହେବ ଲୋକେ ଏହାକୁ ବିରୋଧ କରି ଆସୁଥିବାବେଳେ ଏବେ ପୁଣି ସେହି ପ୍ରକଳ୍ପକୁ ନେଇ ବଜେଟରେ ଅର୍ଥ ମଞ୍ଜୁର ହେବାପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହାକୁ ନେଇ ଅଞ୍ଚଳ ବାସି ଆଜି ବନ୍ଦ ପାଳନ କରିବାସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ତେଲକୋଇ ତହସିଲଦାରଙ୍କ ଜରିଆରେ ପ୍ରଦାନ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର