ଭିଜିଲାନ୍ସ ଜାଲରେ କୋଟଗଡ ଥାନା ଆଇଆଇସି

The Sakala Picture
Published On

କନ୍ଧମାଳ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ କୋଟଗଡ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଧିରେଜ କୁମାର ଲେଙ୍କା।  ଏକ ମାମଲାକୁ ରଫାଦଫା କରିବାକୁ ପଇଁ ଦେଢଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଇଆଇସି ଧିରେଜ ଲେଙ୍କା । ସେ ନିଜ ଥାନାରୁ ଛୁଟିକାଟି ସରକାରୀ ଗାଡିରେ ଗାଁକୁ ଯାଉଥିବା ବେଳେ ବାଲିଗୁଡା ବଜାର ମଝିରାସ୍ତାରେ ପୂର୍ବରୁ ପ୍ରସ୍ତୁତ ଥିବା ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲ୍ଲାନ୍ସ ଟିମ୍ କାବୁ କରିବା ସହ […]

କନ୍ଧମାଳ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ କୋଟଗଡ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଧିରେଜ କୁମାର ଲେଙ୍କା।  ଏକ ମାମଲାକୁ ରଫାଦଫା କରିବାକୁ ପଇଁ ଦେଢଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଇଆଇସି ଧିରେଜ ଲେଙ୍କା । ସେ ନିଜ ଥାନାରୁ ଛୁଟିକାଟି ସରକାରୀ ଗାଡିରେ ଗାଁକୁ ଯାଉଥିବା ବେଳେ ବାଲିଗୁଡା ବଜାର ମଝିରାସ୍ତାରେ ପୂର୍ବରୁ ପ୍ରସ୍ତୁତ ଥିବା ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲ୍ଲାନ୍ସ ଟିମ୍ କାବୁ କରିବା ସହ ଲାଞ୍ଚ ନେଇଥିବା ଟଙ୍କା ଉଧାର କରିଛନ୍ତି। ଏଥିସହ ଆଇଆଇସିଙ୍କୁ ଭିଜିଲାନ୍ସ ଗିରଫ୍ କରିଥିବା ଦେଖିବାକୁ ମିଳିଛି।

23 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର