ପରିତ୍ୟକ୍ତ କୂଅରେ ପଡ଼ିଲା ହାତୀ ଛୁଆ, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

The Sakala Picture
Published On

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ରେଞ୍ଜ ବଡବାରବା ପଳାସ ପଲି ଗ୍ରାମ ଜଙ୍ଗଲ ନିକଟସ୍ଥ ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଏକ ହାତିଟି ବିଳମ୍ବତ ରାତିରେ ପଡ଼ିରହିଛି । ଖବର ପାଇ ବଡବାରବା ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତିଟି ପାଖରେ କଦଳୀ କାନ୍ଧୀ ଖାଇବା ଲୋଭ ଦେଖାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନା ଅନୁଯାୟୀ, କନ୍ଧମାଳ ଗଞ୍ଜମ୍ ସୀମାନ୍ତ ବନଖଣ୍ଡ ଅନ୍ତର୍ଗତ କରଡ଼ା ବନାଞ୍ଚଳର ବଡ଼ ବାରବାର ପଳାଶ […]

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ରେଞ୍ଜ ବଡବାରବା ପଳାସ ପଲି ଗ୍ରାମ ଜଙ୍ଗଲ ନିକଟସ୍ଥ ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଏକ ହାତିଟି ବିଳମ୍ବତ ରାତିରେ ପଡ଼ିରହିଛି । ଖବର ପାଇ ବଡବାରବା ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତିଟି ପାଖରେ କଦଳୀ କାନ୍ଧୀ ଖାଇବା ଲୋଭ ଦେଖାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ସୂଚନା ଅନୁଯାୟୀ, କନ୍ଧମାଳ ଗଞ୍ଜମ୍ ସୀମାନ୍ତ ବନଖଣ୍ଡ ଅନ୍ତର୍ଗତ କରଡ଼ା ବନାଞ୍ଚଳର ବଡ଼ ବାରବାର ପଳାଶ ପଲ୍ଲୀ ଜଙ୍ଗଲରେ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୁଅରେ ଏକ ଛୁଆ ହାତୀ ପଡ଼ିଯାଇଥିବା ଜଣାପଡ଼ିଛି । ଆଖପାଖ ଲୋକଙ୍କ ନିକଟରୁ ଖବର ପାଇ ବଡ଼ବାରବା କ୍ଷେତ୍ରରେ କାର୍ଯ୍ୟରତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ ପରିତ୍ୟକ୍ତ କୁଅରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

27 May 2022 By The Sakala

ପରିତ୍ୟକ୍ତ କୂଅରେ ପଡ଼ିଲା ହାତୀ ଛୁଆ, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ରେଞ୍ଜ ବଡବାରବା ପଳାସ ପଲି ଗ୍ରାମ ଜଙ୍ଗଲ ନିକଟସ୍ଥ ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଏକ ହାତିଟି ବିଳମ୍ବତ ରାତିରେ ପଡ଼ିରହିଛି । ଖବର ପାଇ ବଡବାରବା ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତିଟି ପାଖରେ କଦଳୀ କାନ୍ଧୀ ଖାଇବା ଲୋଭ ଦେଖାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନା ଅନୁଯାୟୀ, କନ୍ଧମାଳ ଗଞ୍ଜମ୍ ସୀମାନ୍ତ ବନଖଣ୍ଡ ଅନ୍ତର୍ଗତ କରଡ଼ା ବନାଞ୍ଚଳର ବଡ଼ ବାରବାର ପଳାଶ ପଲ୍ଲୀ ଜଙ୍ଗଲରେ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୁଅରେ ଏକ ଛୁଆ ହାତୀ ପଡ଼ିଯାଇଥିବା ଜଣାପଡ଼ିଛି । ଆଖପାଖ ଲୋକଙ୍କ ନିକଟରୁ ଖବର ପାଇ ବଡ଼ବାରବା କ୍ଷେତ୍ରରେ କାର୍ଯ୍ୟରତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ ପରିତ୍ୟକ୍ତ କୁଅରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର