ଝାରସୁଗୁଡ଼ାରେ ପୋଲିସର ଏନକାଉଣ୍ଟର; ୨ ଅପରାଧୀ ଆହତ

Madhusudan Das Picture
Published On

ଝାରସୁଗୁଡ଼ା: ଝାରସୁଗୁଡ଼ା ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଦୁଇ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର । ବେଲପାହାଡ଼ ଫାଟକରେ ମର୍ଡର ଘଟଣାରେ ସମ୍ପୃକ୍ତ ଥିଲେ ଉକ୍ତ ଦୁଇ ଅଭିଯୁକ୍ତ । ଏନକାଉଣ୍ଟରରେ ଆହତ ଦୁଇ ଅପରାଧୀଙ୍କୁ ଝାରସୁଗୁଡ଼ା ଡିଏଚ୍‌ଏସରେ ଭର୍ତ୍ତି କରିଛି ପୋଲିସ । ଉଭୟ ଅପରାଧୀଙ୍କ ନାଁରେ ସମ୍ବଲପୁର ଓ ବୁର୍ଲାରେ ରହିଛି ଏକାଧିକ ମାମଲା । 

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଗତକାଲି ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତ ଅଟକ ଥିଲେ । ମାମଲାରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର ଫେରାର ରହିଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଆଜି ସକାଳୁ ଖବରପାଇ ପୋଲିସ ଉଭୟଙ୍କୁ ଗିରଫ ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ୪ରାଉଣ୍ଡ ଗୁଳିଚାଳନା କରିଥିଲେ ଅଭିଯୁକ୍ତ । ପୋଲିସର ପାଲଟା ଗୁଳିମାଡ଼ରେ ୨ ଜଣ ଆହତ ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

12 May 2026 By Madhusudan Das

ଝାରସୁଗୁଡ଼ାରେ ପୋଲିସର ଏନକାଉଣ୍ଟର; ୨ ଅପରାଧୀ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଦୁଇ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର । ବେଲପାହାଡ଼ ଫାଟକରେ ମର୍ଡର ଘଟଣାରେ ସମ୍ପୃକ୍ତ ଥିଲେ ଉକ୍ତ ଦୁଇ ଅଭିଯୁକ୍ତ । ଏନକାଉଣ୍ଟରରେ ଆହତ ଦୁଇ ଅପରାଧୀଙ୍କୁ ଝାରସୁଗୁଡ଼ା ଡିଏଚ୍‌ଏସରେ ଭର୍ତ୍ତି କରିଛି ପୋଲିସ । ଉଭୟ ଅପରାଧୀଙ୍କ ନାଁରେ ସମ୍ବଲପୁର ଓ ବୁର୍ଲାରେ ରହିଛି ଏକାଧିକ ମାମଲା । 

ଗତକାଲି ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତ ଅଟକ ଥିଲେ । ମାମଲାରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର ଫେରାର ରହିଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଆଜି ସକାଳୁ ଖବରପାଇ ପୋଲିସ ଉଭୟଙ୍କୁ ଗିରଫ ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ୪ରାଉଣ୍ଡ ଗୁଳିଚାଳନା କରିଥିଲେ ଅଭିଯୁକ୍ତ । ପୋଲିସର ପାଲଟା ଗୁଳିମାଡ଼ରେ ୨ ଜଣ ଆହତ ହୋଇଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର