ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ୭୮ତମ ସ୍ବାଧୀନତା ଦିବସ ପାଳିତ

The Sakala Picture
Published On

ଝାରସୁଗୁଡ଼ା: ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଦେଶର ୭୮ତମ ସ୍ବାଧୀନତା ଦିବସକୁ ଝାରସୁଗୁଡ଼ାସ୍ଥିତ କାର୍ଯ୍ୟକ୍ଷେତ୍ରରେ ଏକ ଦେଶାତ୍ମବୋଧକ ସମାରୋହ ସହ ଗୌରବର ସହ ପାଳନ କରାଯାଇଛି । ବେଦାନ୍ତ ଆଲୁମିନିୟମର ସିଓଓ ତଥା ବେଦାନ୍ତ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା ଜାତୀୟ ପତାକା ଉତ୍ତୋଳନ କରିବା ସହ ଭାରତର ସ୍ବାଧୀନତା ସଂଗ୍ରାମୀ ଓ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ କମ୍ପାନିର ‘କାର୍ଯ୍ୟ କରିବାର ସ୍ବାଧୀନତା’ ପାଳନକୁ ଆଗେଇ […]

ଝାରସୁଗୁଡ଼ା: ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଦେଶର ୭୮ତମ ସ୍ବାଧୀନତା ଦିବସକୁ ଝାରସୁଗୁଡ଼ାସ୍ଥିତ କାର୍ଯ୍ୟକ୍ଷେତ୍ରରେ ଏକ ଦେଶାତ୍ମବୋଧକ ସମାରୋହ ସହ ଗୌରବର ସହ ପାଳନ କରାଯାଇଛି । ବେଦାନ୍ତ ଆଲୁମିନିୟମର ସିଓଓ ତଥା ବେଦାନ୍ତ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା ଜାତୀୟ ପତାକା ଉତ୍ତୋଳନ କରିବା ସହ ଭାରତର ସ୍ବାଧୀନତା ସଂଗ୍ରାମୀ ଓ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ କମ୍ପାନିର ‘କାର୍ଯ୍ୟ କରିବାର ସ୍ବାଧୀନତା’ ପାଳନକୁ ଆଗେଇ ନେଇ ଶ୍ରୀ ଗୁପ୍ତା ବଞ୍ଜରୀଠାରେ ଏକ ନୂତନ ଡ୍ରାଇଭର ମ୍ୟାନେଜମେଣ୍ଟ ସଂଟରକୁ ଉଦଘାଟନ କରିଛନ୍ତି ଯେଉଁଥିରେ ଶୌଚାଳୟ, କଂଟିନ୍, ବିଶ୍ରାମ କକ୍ଷ, ପ୍ରଶିକ୍ଷଣ କେନ୍ଦ୍ର ଏବଂ ପାନୀୟ ଜଳ ଭଳି ଅତ୍ୟାଧୁନିକ ସୁବିଧା ରହିଛି । ଏହା ଦୈନିକ ପ୍ରାୟ ୪୦୦ ବାଣିଜ୍ୟିକ ଯାନ ଚାଳକଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବା ଏହି ନୂତନ ସୁବିଧା ଡ୍ରାଇଭରମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ଭିତ୍ତଭୂମିରେ ଏକ ଗୁରୁତ୍ବପୂର୍ଣ୍ଣ ଯୋଗଦାନର ପ୍ରତିନିଧିତ୍ବ କରୁଛି । କଂପାନିର ଲଜିଷ୍ଟିକ୍ସ ଏବଂ ପରିଚାଳନାକୁ ସକ୍ଷମ କରିବାରେ ସେମାନଙ୍କ ଗୁରୁତ୍ବପୂର୍ଣ ଭୂମିକାକୁ ସ୍ବୀକାର କରୁଛି। ଡ୍ରାଇଭର ମ୍ୟାନେଜମେଣ୍ଟ ସଂଟରରରେ ଅତ୍ୟାଧୁନିକ ଏବଂ ସୁରକ୍ଷିତ ଶୌଚାଳୟ ରହିଛି ଯାହା ଦ୍ବାରା ଡ୍ରାଇଭରମାନେ ବିଶାଳ କ୍ୟାଣ୍ଟିନ ସହିତ ସ୍ବଚ୍ଛ ଏବଂ ପରିମଳ ସୁବିଧା ପାଇପାରିବେ। ପର୍ଯ୍ୟାପ୍ତ ବିଶ୍ରାମ ଏବଂ ପୁନରୁଦ୍ଧାରର ଗୁରୁତ୍ବକୁ ସ୍ବୀକାର କରି ଏହି କେନ୍ଦ୍ରରେ ଆରାମଦାୟକ ବିଶ୍ରାମ କୋଠରି ରହିଛି ଯାହା ସିଫ୍ଟ ମଧ୍ୟରେ ଆରାମ ଏବଂ ଡାଉନଟାଇମ୍ ପାଇଁ ପ୍ରସ୍ତୁତ କରାଯାଇଛି । ଏହାର ଏକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଏହାର ଉତ୍ସର୍ଗୀକୃତ ପ୍ରଶିକ୍ଷଣ ସୁବିଧା, ଯାହା ଡ୍ରାଇଭିଂ ଦକ୍ଷତା, ନିରାପତା ପ୍ରୋଟୋକଲ୍ ଏବଂ ସାମଗ୍ରିକ ବୃତ୍ତିଗତ ବିକାଶ ବୃଦ୍ଧି ପାଇଁ ଫ୍ଲିଟ୍ ପରିଚାଳନା ଏବଂ ନିରାପତ୍ତା ଉପରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ପ୍ରଦାନ କରୁଛି । ଏହା ଡ୍ରାଇଭରମାନଙ୍କ ତତ୍କାଳ ଆବଶ୍ୟକତାକୁ ପୂରଣ କରିବା ପାଇଁ ନୁହେଁ ବରଂ ସେମାନଙ୍କର ଦୀର୍ଘମିଆଦୀ ଅଭିବୃଦ୍ଧି ଏବଂ ଉତ୍ପାଦକତାରେ ବିନିଯୋଗ କରିବା ପାଇଁ ବେଦାନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

ଏହା ‘ବିକଶିତ ଭାରତ’ ଶୀର୍ଷକ ସପ୍ତାହବ୍ୟାପୀ ନିରାପତା ସପ୍ତାହ ୨୦୨୪ ଅଧିବେଶନର ସମାପନ ମଧ୍ୟ ଥିଲା । ଏଥିରେ ସମସ୍ତ କର୍ମଚାରୀ, ବ୍ୟବସାୟିକ ସହଯୋଗୀ, ଅଂଶୀଦାର ଏବଂ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ସୁରକ୍ଷିତ ଏବଂ ନିରାପଦ ଆଚରଣ ସୃଷ୍ଟି କରିବା ପାଇଁପ୍ରସ୍ତୁତ କରାଯାଇଥିବା ଅନେକ ଆକର୍ଷଣୀୟ ଏବଂ ପ୍ରଭାବଶାଳୀ କାର୍ୟ୍ୟକ୍ରମ ରହିଥିଲା । ନିରାପତା ସପ୍ତାହ ୨୦୨୪ରେ ପ୍ରମୁଖ ପଦକ୍ଷେପ ଗୁଡ଼ିକ ମଧ୍ୟରେ ରହିଥିଲା ମନ୍ କି ବାତ୍, ସାରଥି କେ ସାଥ: ଫୁଟ୍ ଡ୍ରାଇଭରମାନଙ୍କ ପାଇଁ ଏକ ସଚେତନତା ଅଧିବେଶନ, ନନହେ ଫରିସ୍ତେ: ଆତ୍ମରକ୍ଷା ଏବଂ ସୁରକ୍ଷା ଟିପ୍ସ ସହ ଜଡ଼ିତ ପିଲାମାନଙ୍କ ପାଇଁ ଏକ ଅଧିବେଶନ, ଟ୍ରେଡିଂ ସ୍ମାଇଲ୍ସ: ବୁଣ୍ଡାମାଲ ସ୍କୁଲରେ ଭିନ୍ନକ୍ଷମ ପିଲାମାନଙ୍କ ସହ ଯୋଗାଯୋଗ ପାଇଁ ଏକ ଗୋଷ୍ଠୀ ନିୟୋଜନ ପଦକ୍ଷେପ, ଏନସିସି କ୍ୟାଡେଟଙ୍କ ସହ ଯୁବ ସଂଯୋଗ ଏବଂ ଏକ ଗଣ ବୃକ୍ଷରୋପଣ ଅଭିଯାନ – ମାତୃବନ ‘ଏକ ପେଡ୍ ମା କେ ନାମ’। ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ସୁରକ୍ଷା ସପ୍ତାହ ୨୦୨୪ ଏକ ଜବରଦସ୍ତ ସଫଳତା ଥିଲା ଯାହା ସୁରକ୍ଷା, ନିରାପତା ଏବଂ ଗୋଷ୍ଠୀ ନିୟୋଜନ ପ୍ରତି କମ୍ପାନୀର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ଉତ୍ସବ କେବଳ ଅଂଶୀଦାରମାନଙ୍କ ମଧ୍ୟରେ ନିରାପତା ଆଚରଣକୁ ସୁଦୃଢ଼ କରିନଥିଲା ବରଂ ଗୋଷ୍ଠୀ ଏବଂ କଲ୍ୟାଣ ବିଷୟରେ ଏକ ଦୃଢ଼ ଭାବନାକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା ।

ବେଦାନ୍ତ ଆଲୁମିନିୟମର ସିଓଓ ତଥା ବେଦାନ୍ତ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ଦେଶର ୭୮ତମ ସ୍ବାଧୀନତା ଦିବସ ଅବସରରେ ମୁଁ ପ୍ରତ୍ୟେକ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ବର୍ଷ ବର୍ଷ ଧରି ବେଦାନ୍ତ ଆଲୁମିନିୟମ ଓଡ଼ିଶା ତଥା ସମଗ୍ର ଦେଶର ଅଭିବୃଦ୍ଧି ଧାରାକୁ ପୁନଃନିର୍ଦ୍ଧାରଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଅଭିନବତା, ବ୍ୟବସାୟିକ ଉତ୍କର୍ଷତା, ଡିଜିଟାଲାଇଜେସନ୍, ସ୍ଥାୟୀ ପରିଚାଳନା, ପରିବେଶ ପରିଚାଳନା ଏବଂ ଗୋଷ୍ଠୀ ବିକାଶକୁ ସମର୍ଥନ କରି ଏକ ‘ବିକଶିତ ଭାରତ’ ଗଠନର ଲକ୍ଷ୍ୟ ସହିତ ଆମର ଲକ୍ଷ୍ୟ ଗଭୀର ଭାବରେ ଜଡି଼ତ ରହିଛି ।” ବେଦାନ୍ତ ଝାରସୁଗୁଡ଼ାରେ ୭୮ତମ ସ୍ବାଧୀନତା ଦିବସ ପାଳନ ସ୍ବାଧୀନତା ଏବଂ ଏକତାର ମୂଲ୍ୟବୋଧକୁ ସ୍ମରଣୀୟ କରିଥିଲା ଯାହା ଭାରତର ସଂଜ୍ଞା ନିର୍ଧାରଣ କରୁଛି। ଏହି କାର୍ଯ୍ୟକ୍ରମରେ କେବଳ ଦେଶ ପାଇଁ ସ୍ବାଧୀନତା ହାସଲ କରିଥିବା ଲୋକଙ୍କ ବଳିଦାନକୁ ସମ୍ମାନ ଦିଆଯାଇନଥିଲା, ବରଂ ଭାରତର ପ୍ରଗତିରେ ସକାରାତ୍ମକ ଯୋଗଦାନ ଦେବା ପାଇଁ ବେଦାନ୍ତର ପ୍ରତିବଦ୍ଧତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ଜୀବନ୍ତ ସମାରୋହ, ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଏବଂ ମିଳିତ ଆକାଂକ୍ଷା ମାଧ୍ୟମରେ ଏହି ଉତ୍ସବ ଦେଶଭକ୍ତିର ସାମୂହିକ ଭାବନା ଏବଂ ଏକ ସମୃଦ୍ଧ, ସ୍ଥାୟୀ, ସବୁଜ ଏବଂ ‘ବିକଶିତ ଭାରତ’ ଗଠନ ଦିଗରେ ଚାଲିଥିବା ଯାତ୍ରାକୁ ସୁଦୃଢ଼ କରିଥିଲା ।

ବେଦାନ୍ତ ଲିମିଟେଡର ବ୍ୟବସାୟ ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ, ଯାହା ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଆଲୁମିନିୟମର ଅଧାରୁ ଅଧିକ ଅର୍ଥାତ୍ ୨.୩୭ ନିୟୁତ ଟନ୍ ଉତ୍ପାଦନ କରିଛି ଜ୍ଝ ଏହା ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦରେ ଅଗ୍ରଣୀ ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ବପୂର୍ଣ ପ୍ରୟୋଗ ହେଉଛି । ବେଦାନ୍ତ ଆଲୁମିନିୟମ ଶିଳ୍ପ ପାଇଁ ଏସ୍ ଆଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସ୍ମେଣ୍ଟ ୨୦୨୩ ବିଶ୍ଵ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ପଦ୍ଧତିର ପ୍ରତିଫଳନ ଭାରତରେ ଏହାର ବିଶ୍ଵସ୍ତରୀୟ ଆଲୁମିନିୟମ ସ୍କେଲଟର, ଆଲୁମିନା ବିଶୋଧନାଗାର ଏବଂ ପାୱାର ପ୍ଲାଣ୍ଟ ସହିତ କମ୍ପାନି ଏକ ସବୁଜ ଭବିଷ୍ୟତ ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ପୂରଣ କରୁଛି ।

15 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର