ଗାଁରେ ପସିଲା ବନ୍ୟାପାଣି: କାଣୀ ନଦୀ ବ୍ରହ୍ମଚାରୀପାଟଣା ଠାରେ ୬୦ ଫୁଟର ଘାଇ

The Sakala Picture
Published On

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବନ୍ୟା ଘେରରେ। ବୈତରଣୀ ନଦୀରେ ବନ୍ୟା ଆସିବା ପରେ ଶାଖା ନଦୀ କଣୀରେ ଘାଇ ସୃଷ୍ଟି ହୋଇଛି। ବ୍ରହ୍ମଚାରୀପାଟଣା ଠାରେ ପ୍ରାୟ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡିଯାଇଛି। ଘାଇ ଯୋଗଁ ଗାଁରେ ବନ୍ୟାପାଣି ପ୍ରବେଶ କରିଥିବାରୁ ଲୋକଙ୍କର ଘରେ ମଧ୍ୟ ପାଣି ପଶିବା ଆଶଙ୍କା ରହିଛି।  ୨୦ଟି ଗାଁ ପ୍ରଭାବିତ ହେବା ଆଶଙ୍କା ମଧ୍ଯ ରହିଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର